ସରୋଜ କହିଲା-ମୋତେ ମାଡ଼ ମାରି ଫସାଇଛି ଏସ୍‌ଆଇଟି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରେ): ନୟାଗଡ଼ର କୁନିଝିଅ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ସରୋଜ ସେଠୀ ପୁଣି ନିଜକୁ ନିର୍ଦ୍ଦୋଷ ବୋଲି ସଫେଇଦେଇଛି। କୋର୍ଟରେ ହାଜର ହୋଇ ବାହାରିବା ବେଳେ ସେ କହିଛନ୍ତି, ମୋତେ ଫସାଇ ଦିଆଯାଇଛି। ମୁଁ ନିର୍ଦ୍ଦୋଷ, କିଛି ଜାଣିନି। ମୋତେ ଫସାଇ ଦିଆଯାଇଛି। ଏସ୍‌ଆଇଟି ମୋତେ ବାଡ଼େଇଛି ବୋଲି ସରୋଜ କହିଛି। ଆଜକୁ ୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ […]

saroj

saroj

Manoranjan Sial
  • Published: Monday, 04 January 2021
  • Updated: 04 January 2021, 06:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟରେ): ନୟାଗଡ଼ର କୁନିଝିଅ ପରୀ ହତ୍ୟା ମାମଲାରେ ଗିରଫ ହୋଇଥିବା ସରୋଜ ସେଠୀ ପୁଣି ନିଜକୁ ନିର୍ଦ୍ଦୋଷ ବୋଲି ସଫେଇଦେଇଛି। କୋର୍ଟରେ ହାଜର ହୋଇ ବାହାରିବା ବେଳେ ସେ କହିଛନ୍ତି, ମୋତେ ଫସାଇ ଦିଆଯାଇଛି। ମୁଁ ନିର୍ଦ୍ଦୋଷ, କିଛି ଜାଣିନି। ମୋତେ ଫସାଇ ଦିଆଯାଇଛି। ଏସ୍‌ଆଇଟି ମୋତେ ବାଡ଼େଇଛି ବୋଲି ସରୋଜ କହିଛି।

ଆଜକୁ ୫ ମାସ ତଳେ ୫ ବର୍ଷର ଝିଅ ପରୀକୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିଲା। ଏଥିରେ ମନ୍ତ୍ରୀ ଅରୁଣ ସାହୁ ଓ ତାଙ୍କ ସହଯୋଗୀ ବାବୁଲିର ହାତ ଥିବା ‘ପରୀ’ର ବାପା-ମାଆ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ‘ପରୀ’ର ବାପା-ମାଆଙ୍କୁ ନାନା ହଇରାଣ କରୁଥିଲା। ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରୁନଥିଲା। ଅନ୍ୟପକ୍ଷରେ ପରୀଙ୍କ ମାଆଙ୍କୁ ପୁଲିସ ମାଡ଼ ମାରୁଥିବା ଅଭିଯୋଗ ହୋଇଥିଲା। ଏନେଇ ପରୀଙ୍କ ମାଆ ଅଭିଯୋଗ କରିଥିଲେ।

ପୁଲିସ ପ୍ରଶାସନଠାରୁ ନିରାଶ ହେବା ପରେ ‘ପରୀ’ର ବାପା-ମାଆ ଭୁବନେଶ୍ୱର ଚାଲି ଆସିଥିଲେ। ସେମାନେ ବିଧାନସଭା ସମ୍ମୁଖରେ ଆତ୍ମାହୁତି ଧମକ ଦେଇଥିଲେ। ତମ୍ୱି ତୋଫାନ୍‌ ପରେ ରାଜ୍ୟ ସରକାର ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏବେ ଏହି ମାମଲାର ଏସ୍‌ଆଇଟି ତଦନ୍ତ ଚାଲିଛି। ଏସ୍‌ଆଇଟି ତଦନ୍ତ କରି ପରୀ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀଙ୍କୁ ଗିରଫ କରିଥିଲା। ସରୋଜ ହତ୍ୟା ପରେ ପରୀକୁ ଦୁଷ୍କର୍ମ କରିଥିବା ଏସ୍‌ଆଇଟି ଅରୁଣ ବୋଥ୍ରା କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story