ବଣ ପାହାଡ଼ ଘେରା ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଣ ପାହାଡ଼ ଘେରା ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍‌।  ଆଜି ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ। ଜାନୁଆରୀ ୬ ତାରିଖରେ ଏହାର ଶିଳାନ୍ୟାସ୍‌ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଯୋଗଦେବେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସୋଶାଲ ମିଡ଼ିଆ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି। My joy was indescribable […]

Train

Train

Manoranjan Sial
  • Published: Friday, 31 December 2021
  • Updated: 31 December 2021, 04:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବଣ ପାହାଡ଼ ଘେରା ନୀଳଗିରିକୁ ଗଡ଼ିବ ପାସେଞ୍ଜର ଟ୍ରେନ୍‌।  ଆଜି ଏପରି ପ୍ରତିଶ୍ରୁତି ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନି ବୈଷ୍ଣବ। ଜାନୁଆରୀ ୬ ତାରିଖରେ ଏହାର ଶିଳାନ୍ୟାସ୍‌ ହେବାର କାର୍ଯ୍ୟକ୍ରମ ରହିଛି। ଏଥିରେ ଖୋଦ୍‌ କେନ୍ଦ୍ରମନ୍ତ୍ରୀ ଯୋଗଦେବେ ବୋଲି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ସୋଶାଲ ମିଡ଼ିଆ ଫେସ୍‌ବୁକ୍‌ ପୋଷ୍ଟରେ ଉଲ୍ଲେଖ କରିଛନ୍ତି। ଏଥିପାଇଁ ସେ କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

https://twitter.com/pcsarangi/status/1476587582964199428?s=20

ବାଲେଶ୍ୱର ଜିଲ୍ଲାର ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ। ଏହି ଅଞ୍ଚଳକୁ ରେଳ ଚଳାଚଳ କରିବା ପାଇଁ ସାଂସଦ ଶ୍ରୀ ଷଡ଼ଙ୍ଗୀ ଦୁଇରୁ ତିନି ବର୍ଷ ହେଲା ଉଦ୍ୟମ କରିଆସୁଛନ୍ତି। ପୂର୍ବତନ ରେଳମନ୍ତ୍ରୀଙ୍କୁ ଭେଟି ଅନୁରୋଧ ମଧ୍ୟ କରିଥିଲେ। ଅନୁରୋଧ ରକ୍ଷା କରି ପୂର୍ବତନ ରେଳ ମନ୍ତ୍ରୀ ନୀଳଗିରିକୁ ଯାତ୍ରୀବାହୀ ରେଳ ଚଳାଚଳ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର କୌଣସି କାର୍ଯ୍ୟ ଆଗେଇ ପାରୁନଥିଲା।

ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ତାଙ୍କୁ ଭେଟି ନୀଳଗିରିକୁ ରେଳ ଚଳାଚଳ କରିବା ପାଇଁ ଚିଠି ଲେଖିଥିଲେ ଓ ବ୍ୟକ୍ତିଗତ ଭାବେ ଭେଟି ଅନୁରୋଧ କରିଥିଲେ ଶ୍ରୀ ଷଡ଼ଙ୍ଗୀ। ଏହା ପରେ ତତ୍ପର ହୋଇଥିଲା ରେଳ ମନ୍ତ୍ରଣାଳୟ। ମାର୍ଚ୍ଚ ସୁଦ୍ଧା ରେଳ ଚଳାଚଳ ପାଇଁ ବ୍ୟବସ୍ଥା କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ସାଂସଦ ଶ୍ରୀ ଷଡଙ୍ଗୀଙ୍କ କହିବା ଅନୁସାରେ ଶିଳାନ୍ୟାସ ପର୍ବ ଭିଡିଓ କନ୍‌ଫରେନ୍ସିଂରେ କରିବାକୁ ଚାହୁଁଥିଲେ ରେଳମନ୍ତ୍ରୀ। ମାତ୍ର ତାଙ୍କ ଅନୁରୋଧ କ୍ରମେ ଜାନୁଆରୀ ୬ ତାରିଖରେ ହେବାକୁ ଥିବା ଶିଳାନ୍ୟାସ କାର୍ଯ୍ୟାକ୍ରମରେ ମନ୍ତ୍ରୀ ଯୋଗଦେବେ। ଶିଳାନ୍ୟାସ ସରିବା ପରେ ମନ୍ତ୍ରୀ ରେଳ ପଥରେ କୋଲକାତା ଯିବାର କାର୍ଯ୍ୟକ୍ରମ ରହିଛି।

https://twitter.com/AshwiniVaishnaw/status/1476588231294525441?s=20

ଫେସ୍‌ବୁକ୍‌ ପୋଷ୍ଟରେ ଶ୍ରୀ ଷଡ଼ଙ୍ଗୀ ଲେଖିଛନ୍ତି, “ନୀଳଗିରିକୁ ରେଳ ଚଳାଚଳ ହେଲେ ଗରିବ, ଆଦିବାସୀ ଓ ଖଟିଖିଆ ଲୋକମାନେ ବିଶେଷ ଉପକୃତ ହେବେ। ମାନ୍ୟବର ମନ୍ତ୍ରୀ ବାଲେଶ୍ଵରରେ ଜିଲ୍ଲାପାଳ ଥିବାବେଳେ ଅଖିଳ ଭାରତ ଅମୃତବାଣୀ ସେବା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆମ ସହିତ ଗାଁକୁ ଗାଁକୁ ଯାଇ ସଂସ୍କୃତ ପ୍ରଚାର କାମରେ ଲାଗିଥିବା କଥା ତାଙ୍କର ଷ୍ଟାଫ୍ମାନଙ୍କୁ କହି ଭାବୁକ ହୋଇଯାଇଥିଲେ। ମୁଁ ମଧ୍ୟ ସେହି ଅତୀତ ଘଟଣାକୁ ସ୍ମରଣ କରି ଭାବପ୍ରବଣ ହୋଇ ପଡ଼ିଲି। ସମଗ୍ର ନୀଳଗିରି ଓ ବାଲେଶ୍ୱରବାସୀଙ୍କ ତରଫରୁ ମାନ୍ୟବର ମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଉଛି। ସେ(ମନ୍ତ୍ରୀ) କହିଲେ ମୁଁ ଆଜି ଆପଣମାନଙ୍କର ଋଣ ଶୁଝିବାର ଚେଷ୍ଟା କରିଛି। ମୁଁ କହିଲି, ଆପଣ ଆମକୁ ଋଣୀ କରିଦେଲେ। ପରମେଶ୍ୱର ତାଙ୍କର ଅଶେଷ କଲ୍ୟାଣ କରନ୍ତୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story