ଜିଲ୍ଲା ପ୍ରଶାସନ ବିରୋଧରେ କେଭିଙ୍କ ପଦଯାତ୍ରା

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ବିରୋଧରେ ପାଟଣାଗଡ଼ ବିଧାୟକ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରା ପାଟଣାଗଡ଼ ରାଜଖମାରରୁ ବାହାରି ୪୦ କିଲୋମିଟର ଦୂର କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇଥିଲେ। ଜିଲ୍ଲା ପ୍ରଶାସନ ବିରୋଧରେ ଏହି ପଦଯାତ୍ରା କରାଯାଉଛି ବୋଲି ସିଂହଦେଓ କହିଛନ୍ତି।

bjp

Rakesh Mallick
  • Published: Sunday, 20 November 2016
  • , Updated: 20 November 2016, 07:45 PM IST

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପ୍ରଶାସନ ବିରୋଧରେ ପାଟଣାଗଡ଼ ବିଧାୟକ ତଥା ବିଜେପିର ବରିଷ୍ଠ ନେତା କନକବର୍ଦ୍ଧନ ସିଂହଦେଓ ପଦଯାତ୍ରା କରିଛନ୍ତି। ଏହି ପଦଯାତ୍ରା ପାଟଣାଗଡ଼ ରାଜଖମାରରୁ ବାହାରି ୪୦ କିଲୋମିଟର ଦୂର କଣ୍ଟାବାଞ୍ଜି ପର୍ଯ୍ୟନ୍ତ ଯାଇଥିଲା। ଏଥିରେ ଜିଲ୍ଲା ବିଜେପି ସଭାପତି ଭକ୍ତବନ୍ଧୁ ନାଏକଙ୍କ ସମେତ ବହୁ ଦଳୀୟ ନେତା ଯୋଗଦେଇଥିଲେ।

ଜିଲ୍ଲା ପ୍ରଶାସନ ବିରୋଧରେ ଏହି ପଦଯାତ୍ରା କରାଯାଉଛି ବୋଲି ସିଂହଦେଓ କହିଛନ୍ତି।

Related story