ଶଙ୍କରାଚାର୍ଯ୍ୟଙ୍କୁ ଭେଟିଲେ ନିରଞ୍ଜନ

Ordigital Desk
  • Published: Sunday, 03 June 2018
  • , Updated: 03 June 2018, 08:00 PM IST
<p>ପୁରୀ (ଓଡ଼ିଶା ରିପୋର୍ଟର): ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଆଜି ପୁରୀ ଗୋବର୍ଦ୍ଧନ ପୀଠକୁ ଯାଇ ଜଗତଗୁରୁ ଶଙ୍କରଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଜଗତଗୁରୁ ଦେଶର ଉନ୍ନତି ଏବଂ ବିକାଶ କ୍ଷେତ୍ରରେ ବିଭିନ୍ନ ରାଜନୈତିକ ଦଳର ଭୂମିକା ନେଇ ନିରଞ୍ଜନଙ୍କ ସହ ଆଲୋଚନା କରିଥିଲେ। ବିଶେଷ କରି ରାଷ୍ଟ୍ର ଓ ପ୍ରାନ୍ତ ପାଇଁ ଦଳ ଗଠନ କରାଯାଇଛି। ତେଣୁ ଦଳ ଏବଂ ରାଜନେତାମାନେ ୮୦ପ୍ରତିଶତ ଦେଶର ଉନ୍ନତି ପାଇଁ କାର୍ଯ୍ୟ କରିବା ଆବଶ୍ୟକ ବୋଲି କହିଛନ୍ତି ଶଙ୍କରାଚାର୍ଯ୍ୟ କହିଛନ୍ତି।</p>

Related story