ଅର୍ଥ ହେରଫେର ଅଭିଯୋଗରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗିରଫ

Ordigital Desk
  • Published: Friday, 17 November 2017
  • , Updated: 17 November 2017, 11:44 AM IST
<p>କୋଣାର୍କ:&nbsp; ସରକାରୀ ଅର୍ଥ ହେରଫେର ଅଭିଯୋଗରେ କୋଣାର୍କ ଗୋପ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନବକିଶୋର ନାୟକଙ୍କୁ &nbsp;ପୋଲିସ୍&nbsp; ଗିରଫ କରିଛି। ତାଙ୍କ ସହ ପୂର୍ବତନ ବ୍ଲକ୍ ଉପାଧ୍ୟକ୍ଷ ନିରଞ୍ଜନ ମହାପାତ୍ର ଓ ପୂର୍ବତନ ସରପଞ୍ଚ ସୁଲୋଚନା ସ୍ୱାଇଁଙ୍କୁ ମଧ୍ୟ ଗିରଫ କରାଯାଇଛି।</p>

Related story