ଏଣିକି ହଟସ୍ପଟ୍ ଜିଲ୍ଲାରୁ ଭୁବନେଶ୍ୱରକୁ ଆସିଲେ ସରକାରୀ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛିଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। କରୋନା ହଟସ୍ପଟ୍ ଜିଲ୍ଲାଗୁଡ଼ିକରୁ ଭୁବନେଶ୍ୱର ଆସିଲେ କ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ହେବ। ପୂର୍ବରୁ କେବଳ ଦେଶ ଅବା ରାଜ୍ୟ ବାହାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବାର […]

bmc

bmc

Tapaswini Nayak
  • Published: Friday, 26 June 2020
  • Updated: 26 June 2020, 07:36 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କିଛିଦିନର ବ୍ୟବଧାନ ପରେ ରାଜଧାନୀ ଭୁବନେଶ୍ୱରରେ କରୋନା ସଂକ୍ରମିତ ମାମଲା ବୃଦ୍ଧି ପାଇବା ପରେ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ କଠୋର ଆଭିମୁଖ୍ୟ ପୋଷଣ କରାଯାଇଛି। ଅଧିକ କରୋନା ସଂକ୍ରମିତ ଜିଲ୍ଲାର ଲୋକମାନେ ଏଣିକି ଭୁବନେଶ୍ୱର ଆସିଲେ, ସେମାନଙ୍କୁ ବାଧ୍ୟତାମୂଳକ ଭାବେ ସରକାରୀ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। କରୋନା ହଟସ୍ପଟ୍ ଜିଲ୍ଲାଗୁଡ଼ିକରୁ ଭୁବନେଶ୍ୱର ଆସିଲେ କ୍ୱାରେଣ୍ଟାଇନରେ ମଧ୍ୟ ରହିବାକୁ ହେବ। ପୂର୍ବରୁ କେବଳ ଦେଶ ଅବା ରାଜ୍ୟ ବାହାରୁ ଆସିଲେ ସରକାରୀ କ୍ୱାରେଣ୍ଟାଇନରେ ରହିବାର ପ୍ରାବଧାନ ଥିଲା।

ଆଜି ଏ ସମ୍ପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି ଯେ, ଭୁବନେଶ୍ୱରକୁ ୮୬୮୧ଜଣ ଲୋକ ଅନ୍ୟ ରାଜ୍ୟ ବା ଦେଶରୁ ଫେରିଛନ୍ତି। ସେମାନଙ୍କ ମଧ୍ୟରୁ ୨୭୯୧ଜଣ ଲୋକ ଏବେବି କ୍ୱାରେଣ୍ଟାଇନରେ ରହିଛନ୍ତି। ଭୁବନେଶ୍ୱରରେ ମୋଟ ୨୭୪ଜଣ ଲୋକ କରୋନା ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୩୨ଜଣ ସକ୍ରିୟ ଅଛନ୍ତି। ବାକି ୧୨୯ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସକ୍ରିୟ ଥିବା ୧୩୨ଟି ପଜେଟିଭ୍ ମାମଲାରୁ ୨୫ଜଣ ଅନ୍ୟ ରାଜ୍ୟରୁ ଆସିଥିବା ଶ୍ରମିକ ବୋଲି ଚିହ୍ନଟ ହୋଇଛି। ଭୁବନେଶ୍ୱରରେ ସିଲ୍ ହୋଇଥିବା ଘରୋଇ ହସ୍ପିଟାଲଗୁଡ଼ିକରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ ୩୯ରେ ପହଂଚିଛି। ଗତକାଲି ଭୁବନେଶ୍ୱରର ୧୦ଟି ଘରୋଇ ହସ୍ପିଟାଲ ଉପରେ ରେଡ୍ କରାଯାଇଥିଲା । ସେମାନେ କୋଭିଡ୍ ଗାଇଡଲାଇନ ମାନୁନନଥିବାରୁ ସେମାନଙ୍କୁ କାରଣଦର୍ଶାଅ ନୋଟିସ୍ ଜାରି କରାଯାଇଛି ଓ ୨୪ଘଣ୍ଟା ମଧ୍ୟରେ ସେସବୁ ବ୍ୟବସ୍ଥା ସୁଧାରିବାକୁ କୁହାଯାଇଛି। ନଚେତ୍ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ମଧ୍ୟ ବାକି ଘରୋଇ ହସ୍ପିଟାଲରେ ଚଢ଼ଉ ଜାରି ରହିଛି।

ବିମାନ ବନ୍ଦରରେ ବିଏମସିର ୪ଟି ଟିମ୍ ରହିଛନ୍ତି ସେମାନେ ରାଜ୍ୟ ଓ ଦେଶ ବାହାରୁ ଆସୁଥିବା ଲୋକଙ୍କ ସ୍କ୍ରିନିଂ କରିବା ସହ ସେମାନଙ୍କ ଦେହରେ କ୍ୱାରେଣ୍ଟାଇନ ଷ୍ଟାମ୍ପ ଲଗାଉଛନ୍ତି। ଡୁମୁଡୁମାର ସୁବାସନଗର ବସ୍ତିରେ ଆଉ ପଜେଟିଭ ରୋଗୀ ଚିହ୍ନଟ ହୋଇନାହାନ୍ତି। ଏଠାରୁ ୬ଜଣ ପଜେଟିଭ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏପର୍ଯ୍ୟନ୍ତ ୬ଟି ରାଉଣ୍ଡ ଆକ୍ଟିଭ ସର୍ଭେଲାନ୍ସ ହୋଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ୬୧ଜଣଙ୍କ ନମୂନା ସଂଗ୍ରହ ହୋଇଥିଲା ଓ ସେମାନଙ୍କର ନେଗେଟିଭ୍ ରିପୋର୍ଟ ଆସିଛି। ସାଲିଆସାହିରେ ମଧ୍ୟ ୫ଶହ ନମୂନା ସଂଗ୍ରହ କରାଯାଇ ତା’ର ଟେଷ୍ଟ ହୋଇଥିଲା ଓ ସମସ୍ତ ନେଗେଟିଭ୍ ଅଛି ବୋଲି ସେ କହିଛନ୍ତି।

ସେହିପରି ଭୁବନେଶ୍ୱର କୋଭିଡ୍ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ କୋଭିଡ୍ ପରିଚାଳନା ନିମନ୍ତେ ଭୁବନେଶ୍ୱରର ସବୁ ୱାର୍ଡରେ ସଚେତକ କମିଟି ଗଠନ ହୋଇଛି। ପ୍ରତି ୫ଟି ୱାର୍ଡର ବ୍ୟବସ୍ଥା ତଦାରଖ ପାଇଁ ଜଣେ ଲେଖାଏଁ ପୌର ଅଧିକାରୀଙ୍କୁ ନିଯୁକ୍ତି ମିଳିଛି। ଘରକୁ ଘର ବୁଲି ବୟସ୍କ, ଗର୍ଭବତୀଙ୍କୁ ଠାବ କରାଯାଉଛି। ସେମାନଙ୍କ ଯତ୍ନ ମଧ୍ୟ ନିଆଯାଉଛି। ସରକାରଙ୍କ ‘ସଚେତକ’ ଆପକୁ ଡାଉନଲୋଡ୍ କରିବାକୁ କୁହାଯାଇଛି। ୱାର୍ଡ କମିଟିରେ ମୋଟ ୨୦୮୫ଜଣ ସ୍ୱେଚ୍ଛାସେବୀଙ୍କୁ ନିୟୋଜିତ କରାଯାଇଛି। ଏଥିରେ ସବୁବର୍ଗର ଲୋକଙ୍କୁ ସାମିଲ କରାଯାଇଛି। ପଜେଟିଭ୍ କେସ ଆସିଲେ ୨୪ଘଣ୍ଟା ମଧ୍ୟରେ କଣ୍ଟ୍ରାକ୍ଟ ଟ୍ରେସିଂ ହେଉଛି। ଶୁକ୍ରବାର ମଧ୍ୟାହ୍ନରେ ମାର୍କେଟରେ ଭିଡ଼ ବଢ଼ିଯାଉଛି। ଲୋକେ ମାସ୍କ ପିନ୍ଧୁନାହାନ୍ତି କି ସାମାଜିକ ଦୂରତା ମାନୁନାହାନ୍ତି। ସଚେତନ, ସତର୍କ ରହିଲେ ବି କରୋନାର ମୁକାବିଲା ସମ୍ଭବପର ହୋଇପାରିବ। ମାସ୍କକୁ ଭଲ ଭାବେ ପିନ୍ଧିବା ସହ ନିୟମିତ ହାତ ଧୋଇବା, ବାହାରକୁ ଗଲେ ନିଜେ ସଚେତନ ହୋଇ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ ଶ୍ରୀମତୀ ଗର୍ଗ ପରାମର୍ଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story