ଦନ୍ତାକୁ ମିଳୁନି ଜାଗା, ଫେରାଇନେଲା ବନ ବିଭାଗ

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରେ ୧୦ ଦିନ ଧରି ଆତଙ୍କ ଖେଳାଇଥିବା ଦନ୍ତା ହାତୀ ସ୍ଥାନାନ୍ତରକୁ ପ୍ରବଳ ବିରୋଧ । ହାତୀଟିକୁ ଆଜି ଟ୍ରକ୍‌ ଯୋଗେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଦନ୍ତାକୁ ଫେରାଇ ନେଇଛି ବନ ବିଭାଗ । ଗତକାଲି ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଏହାପରେ ଆଜି ଟ୍ରକ୍‌ରେ  କୁସୁନପୁର ଜଙ୍ଗଲକୁ ଛାଡ଼ିବାକୁ  ନିଆଯାଇଥିଲା। ତେବେ ସେଠାରେ ମଧ୍ୟ ଦନ୍ତା […]

hati--1

hati--1

Niharika Rout
  • Published: Tuesday, 28 January 2020
  • Updated: 28 January 2020, 02:40 PM IST

Sports

Latest News

ଯାଜପୁର (ଅଭୟ ପତି): ଯାଜପୁର ଜିଲ୍ଲା ଦାନଗଦି ଅଞ୍ଚଳରେ ୧୦ ଦିନ ଧରି ଆତଙ୍କ ଖେଳାଇଥିବା ଦନ୍ତା ହାତୀ ସ୍ଥାନାନ୍ତରକୁ ପ୍ରବଳ ବିରୋଧ । ହାତୀଟିକୁ ଆଜି ଟ୍ରକ୍‌ ଯୋଗେ କଟକ ଡାଲିଯୋଡ଼ା ରେଞ୍ଜର କୁସୁନପୁର ଜଙ୍ଗଲକୁ ସ୍ଥାନାନ୍ତର କରାଯାଉଥିବା ବେଳେ ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁ ଦନ୍ତାକୁ ଫେରାଇ ନେଇଛି ବନ ବିଭାଗ ।

ଗତକାଲି ହାତୀକୁ ଟ୍ରାଙ୍କୁଲାଇଜ କରାଯାଇଥିଲା। ଏହାପରେ ଆଜି ଟ୍ରକ୍‌ରେ  କୁସୁନପୁର ଜଙ୍ଗଲକୁ ଛାଡ଼ିବାକୁ  ନିଆଯାଇଥିଲା। ତେବେ ସେଠାରେ ମଧ୍ୟ ଦନ୍ତା ଆତଙ୍କ ଖେଳାଇବା ଆଶଙ୍କାରେ ସ୍ଥାନୀୟ ଗରୁଡ଼ଗାଁ ଲୋକେ ଏହାର ବିରୋଧ କରିଥିଲେ। ଫଳରେ ଲୋକଙ୍କ ଆକ୍ରୋଶର ସମ୍ମୁଖୀନ ହୋଇନପାରି ଏହି ପଞ୍ଚାୟତର ହଳଦୀବସନ୍ତଠାରୁ ଦନ୍ତାକୁ ଫେରାଇ ନେଇଛି ବନ ବିଭାଗ ।  ଏବେ ଦନ୍ତା ହାତୀକୁ ଟାଙ୍ଗୀ ଅଭିମୁଖେ ନିଆଯାଉଥିବା ବେଳେ କେଉଁଠି ଛଡ଼ାଯିବ ସ୍ଥିର ହୋଇନାହିଁ।

ହାତୀଟି ଗତ ୧୦ ଦିନ ହେଲା ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଘରଦ୍ୱାର ଭାଙ୍ଗିବା ସହ ୪ ଜଣଙ୍କ ଜୀବନ ନେଇଥିଲା ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story