ବିଦ୍ୟୁତ୍ ସଂଯୋଗ ଦାବିରେ ରାସ୍ତାକୁ ଓହ୍ଲାଇଲେ ଲୋକେ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ଯୋଗୁ ପୁରୀ, ଖୋର୍ଦ୍ଧା ଓ କଟକ ସମେତ ଜଗତସିଂହପୁରର କିଛି ଅଞ୍ଚଳରେ ବିଦ୍ୟୁତ୍ ସେବା ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସଂଯୋଗକୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ସ୍ଥାନରେ ଲୋକେ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇଛନ୍ତି। ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଏମିତି ସ୍ଥିତି ଦେଖିବାକୁ ମିଳିଛି। ବାତ୍ୟାର ୧୨ ଦିନ ପରେ ବି ବିଦ୍ୟୁତ୍ ସଂଯୋଗ ହୋଇ ପାରି ନଥିବାରୁ […]

roadstrike

roadstrike

Jitendra Garnayak
  • Published: Wednesday, 15 May 2019
  • Updated: 15 May 2019, 12:38 PM IST

Sports

Latest News

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା): ବାତ୍ୟା ଯୋଗୁ ପୁରୀ, ଖୋର୍ଦ୍ଧା ଓ କଟକ ସମେତ ଜଗତସିଂହପୁରର କିଛି ଅଞ୍ଚଳରେ ବିଦ୍ୟୁତ୍ ସେବା ସାଂଘାତିକ ଭାବେ ପ୍ରଭାବିତ ହୋଇଛି। ବାତ୍ୟା ପରେ ବିଭିନ୍ନ ସ୍ଥାନରେ ବିଦ୍ୟୁତ୍ ସଂଯୋଗକୁ ନେଇ ଅସନ୍ତୋଷ ଦେଖାଯାଇଥିବା ବେଳେ କିଛି ସ୍ଥାନରେ ଲୋକେ ରାସ୍ତା ଉପରକୁ ମଧ୍ୟ ଓହ୍ଲାଇଛନ୍ତି। ଜଗତସିଂହପୁର ଜିଲ୍ଲାର ଦୁଇଟି ସ୍ଥାନରେ ଆଜି ଏମିତି ସ୍ଥିତି ଦେଖିବାକୁ ମିଳିଛି।

paradeepବାତ୍ୟାର ୧୨ ଦିନ ପରେ ବି ବିଦ୍ୟୁତ୍ ସଂଯୋଗ ହୋଇ ପାରି ନଥିବାରୁ କଟକ-ପାରାଦୀପ ରାସ୍ତାର ରଘୁନାଥପୁର ବଜାର ନିକଟରେ ଆଜି ରାସ୍ତାରୋକ କରାଯାଇଛି। ବଜାର କମିଟି ପକ୍ଷରୁ ଏହି ରାସ୍ତାରୋକ କରାଯାଇଛି। ତୁରନ୍ତ ବିଦ୍ୟୁତ୍ ସଂଯୋଗ ଦେବାକୁ ସେମାନେ ଦାବି କରିଛନ୍ତି।

ସେହିପରି ସମାନ ଦାବି ନେଇ ବିରିଡ଼ି ଛକ ନିକଟରେ ମଧ୍ୟ ରାସ୍ତା ଅବରୋଧ କରିଥିଲେ ସ୍ଥାନୀୟ ବାସିନ୍ଦା। ପୁଲିସ୍ ଓ ବିଦ୍ୟୁତ୍ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଦୁଇରୁ ତିନି ଦିନ ଭିତରେ ବିଦ୍ୟୁତ୍ ଆସିବା ନେଇ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା। ରାସ୍ତାରୋକ ଯୋଗୁ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story