ବିସ୍ଫୋରଣକୁ ୬ ଦିନ, କଥା ଦେଇ ଫେରୁ ନାହାନ୍ତି ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣକୁ ବିତିଯାଇଛି ୬ ଦିନ । ବିସ୍ଫୋରଣରେ ସର୍ବହରା ହୋଇଯାଇଥିବା ପରିବାର ଗୁମୁରି ଗୁମୁରି କାନ୍ଦୁଛନ୍ତି । କିଏ ରୋଜଗାରିଆ ବାପାଙ୍କୁ ଝୁରୁଛି ତ’ ଆଉ କିଏ ବାପାଙ୍କ ଫେରିବା ବାଟକୁ ଅନାଇ ରହିଛି। ବିଡ଼ମ୍ବନାର କଥା ହେଉଛି, ଏତେବଡ଼ ଦୁର୍ଘଟଣାରେ ଜଣଙ୍କୁ ଛାଡ଼ିଦେଲେ ଆଉ କିଏ ମୃତ ନା ଜୀବିତ, କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏଭଳି ସ୍ଥିତିରେ ଆଶା ଆଶଙ୍କା ଭିତରେ ରହି ଶୋକାକୂଳ […]

bvgh

bvgh

Tapas Behera
  • Published: Tuesday, 13 October 2020
  • Updated: 13 October 2020, 09:20 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ରାଜଭବନ ଛକ ପେଟ୍ରୋଲ୍ ପମ୍ପ ବିସ୍ଫୋରଣକୁ ବିତିଯାଇଛି ୬ ଦିନ । ବିସ୍ଫୋରଣରେ ସର୍ବହରା ହୋଇଯାଇଥିବା ପରିବାର ଗୁମୁରି ଗୁମୁରି କାନ୍ଦୁଛନ୍ତି । କିଏ ରୋଜଗାରିଆ ବାପାଙ୍କୁ ଝୁରୁଛି ତ’ ଆଉ କିଏ ବାପାଙ୍କ ଫେରିବା ବାଟକୁ ଅନାଇ ରହିଛି। ବିଡ଼ମ୍ବନାର କଥା ହେଉଛି, ଏତେବଡ଼ ଦୁର୍ଘଟଣାରେ ଜଣଙ୍କୁ ଛାଡ଼ିଦେଲେ ଆଉ କିଏ ମୃତ ନା ଜୀବିତ, କୌଣସି ସ୍ପଷ୍ଟ ସୂଚନା ମିଳିପାରୁନାହିଁ । ଏଭଳି ସ୍ଥିତିରେ ଆଶା ଆଶଙ୍କା ଭିତରେ ରହି ଶୋକାକୂଳ ଅବସ୍ଥାରେ କାଳ କାଟୁଛନ୍ତି ପରିବାର ।

ଯେଉଁ ବାପା ଦିନେ/ଦୁଇଦିନ ଭିତରେ ଫେରିବାର ପ୍ରତିଶ୍ରୁତି ଦେଇଥିଲେ, ଆସିଲାବେଳେ ବହୁ  ଜିନିଷ ଆଣିଦେବି କହିଥିଲେ, ସେହି ବାପା ଏବେ ଗଲେ କୁଆଡ଼େ ? ଖୁଆଇଦେବାଠୁ ଶୁଆଇଦେବା ପର୍ଯ୍ୟନ୍ତ ସବୁ କାମ କରୁଥିବା ବାପା ଆସୁନାହାଁନ୍ତି କାହିଁକି? ପାଠ ପଢ଼ି ଭଲ ମଣିଷ ହେବାର ମନ୍ତ୍ର ଦେଉଥିବା ବାପାଙ୍କ କଥା ଆଜି ଗୋଟି ଗୋଟିଏ ହୋଇମନେପଡୁଛି ଏହି ଅବୋଧ ଟିକି ପୁଅକୁ । କାରଣ ସେ ଜାଣିନି, ବାପା କାହିଁକି ଫେରୁନାହାଁନ୍ତି । ରାଜଧାନୀର ସେହି ରାକ୍ଷସ ରୂପୀ ବିସ୍ଫୋରଣ ପରଠୁ ତାବାପା ସୀମାଞ୍ଚଳ ପରିଡ଼ା ଏବେ ବି ବି ନିଖୋଜ। ଅକ୍ଟୋବର ୭ ଅପରାହ୍ନ ପ୍ରାୟ ଗୋଟାଏ । ଅନ୍‌ଲାଇନ୍ କ୍ଲାସ ଥିବାରୁ ପୁଅକୁ ମୋବାଇଲରେ ପଠାଇଦେଇଥିଲେ ଲିଙ୍କ୍ । ହେଲେ ସେହି ମେସେଜ୍ ପରଠୁ ସୁଇଚ୍ ଅଫ୍ ହୋଇଯାଇଛି ଆସିକା ଗହଙ୍ଗୁ ଗାଁର ସୀମାଞ୍ଚଳଙ୍କ ମୋବାଇଲ୍ । ବିସ୍ଫୋରଣ ପୂର୍ବରୁ ସେହି LPG ଟ୍ୟାଙ୍କର୍ରେ କାମ କରୁଥିଲେ ସୀମାଞ୍ଚଳ । କିନ୍ତୁ ତାଙ୍କର ପତ୍ତା ମିଳୁନଥିବାରୁ ମୃତ୍ୟୁ ହୋଇଯାଇଥିବା ଆଶଙ୍କା କରି ପରିବାର ଲୋକେ ପ୍ରତୀକାତ୍ମକ ଅନ୍ତିମ ସଂସ୍କାର ବି କରିସାରିଲେଣି।

ସେମିତି ଆସିକା ରଘୁନାଥନଗରର ସଦାନନ୍ଦ ନାୟକ ଓରଫ୍ ସତ୍ୟଙ୍କ ପୁଅ ପିନୁ ଆଜି ବାପ ଛେଉଣ୍ଡ ହୋଇଯାଇଛି । ସେ ବି ଭୁଲିପାରୁନି ତା ବାପା ସହିତ ବିତିଯାଇଥିବା ପ୍ରତିଟି କଥାକୁ । ସେ ବି ଝୁରି ହେଉଛି ବାପାକୁ, ଘାଣ୍ଟି ହେଉଛି ତା କୁନି ପ୍ରାଣ । ହେଲେ ବାପା କୁଆଡ଼େ ଗଲେ ସେ ବୁଝିପାରୁନି ଏହି ଅବୋଧ ବୟସରେ । ଅପେକ୍ଷା କରିଛି କାଳେ ବାପା ଫୋନ୍ କରିବେ। ହେଲେ ଅଫେରା ବାଟ ଦେଇ ବାହୁଡ଼ି ଯାଇଥିବା ବାପା ବା ଆସିବେ କେମିତି ।

ଘଟଣା ଦିନ ପେଟ୍ରୋଲ୍ ପମ୍ପ ପରିସରରେ ଥିବା LPG ଟ୍ୟାଙ୍କରେ ଚାଲିଥିଲା ଗ୍ୟାସ୍ ଭର୍ତ୍ତି ପ୍ରକ୍ରିୟା। ଏହି କାମରେ ନିୟୋଜିତ ଥିଲେ ସଦାନନ୍ଦଙ୍କ ସମେତ ୩ରୁ ୪ ଜଣ। କିନ୍ତୁ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଯୋଗୁ ହଠାତ୍ ବିସ୍ଫୋରଣ ହୋଇ ଛିନ୍‌ଛତ୍ର ହୋଇଗଲା ଚତୁର୍ଦ୍ଦିଗା। ଏଥିରେ ପ୍ରାଣ ହରାଇଥିଲେ ସଦାନନ୍ଦ। ଅଳ୍ପକେ ବର୍ତ୍ତିଯାଇଥିଲେ ୨ ଜଣ । ଆଉ ଜଣଙ୍କ ଏଯାଏଁ ପତ୍ତା ମିଳିନି । ହରିୟାଣା ଫରିଦାବାଦର ସୂର୍ଯ୍ୟ ଶକ୍ତି ଭେସେଲ୍ ନାମକ ଏକ ସଂସ୍ଥା ଠିକାରେ ଏହି ଗ୍ୟାସ ଭର୍ତ୍ତି କାମ କରୁଥିବାବେଳେ ଘଟିଥିଲା ଏହି ବିସ୍ଫୋରଣ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story