ପିଆଜ ଦର ବୃଦ୍ଧିକୁ ନେଇ ବ୍ୟବସାୟୀ ମହାସଂଘ ସହ ଆଲୋଚନା କରାଯିବ: ମନ୍ତ୍ରୀ

ଭୁବନେଶ୍ୱର: ପିଆଜର ଦର ବୃଦ୍ଧିକୁ ରୋକିବା ପାଇଁ  ରାଜ୍ୟସରକାରଙ୍କ ପକ୍ଷରୁ  ବିକଳ୍ପ ବ୍ୟବସ୍ଥାର ଯୋଜନା କରାଯାଉଛି । ଏଥିପାଇଁ ଖୁବ୍ ଶୀଘ୍ର ବ୍ୟବସାୟୀ ମହାସଂଘ ସହ ଆଲୋଚନା କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ସେହିଭଳି ଦୀର୍ଘମିଆଦି ସୂତ୍ରରେ ପିଆଜ ସମସ୍ୟାର ସମାଧାନ ପାଇଁ କୃଷି, ସମବାୟ ଓ ଯୋଗାଣ ବିଭାଗ ମିଳିତ ଭାବେ ଯୋଜନା କରୁଛନ୍ତି। ଚଳିତବର୍ଷ ନିର୍ମାଣ ହେବାକୁ ଥିବା ୩୨ଟି ଶୀତଳ ଭଣ୍ଡାରରେ ମଧ୍ୟ ପିଆଜ ରଖିବା […]

onion_fennel_bisque

onion_fennel_bisque

Rakesh Mallick
  • Published: Saturday, 06 June 2015
  • Updated: 06 June 2015, 02:08 AM IST

Sports

Latest News

ଭୁବନେଶ୍ୱର: ପିଆଜର ଦର ବୃଦ୍ଧିକୁ ରୋକିବା ପାଇଁ  ରାଜ୍ୟସରକାରଙ୍କ ପକ୍ଷରୁ  ବିକଳ୍ପ ବ୍ୟବସ୍ଥାର ଯୋଜନା କରାଯାଉଛି । ଏଥିପାଇଁ ଖୁବ୍ ଶୀଘ୍ର ବ୍ୟବସାୟୀ ମହାସଂଘ ସହ ଆଲୋଚନା କରାଯିବ ବୋଲି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା କହିଛନ୍ତି। ସେହିଭଳି ଦୀର୍ଘମିଆଦି ସୂତ୍ରରେ ପିଆଜ ସମସ୍ୟାର ସମାଧାନ ପାଇଁ କୃଷି, ସମବାୟ ଓ ଯୋଗାଣ ବିଭାଗ ମିଳିତ ଭାବେ ଯୋଜନା କରୁଛନ୍ତି। ଚଳିତବର୍ଷ ନିର୍ମାଣ ହେବାକୁ ଥିବା ୩୨ଟି ଶୀତଳ ଭଣ୍ଡାରରେ ମଧ୍ୟ ପିଆଜ ରଖିବା ପାଇଁ ସୁଯୋଗ ସୃଷ୍ଟି କରାଯିବ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସଞ୍ଜୟ ଦାସବର୍ମା ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story