ଛତର ଯାତ୍ରାରେ ପଶୁବଳି ବନ୍ଦ କରିବାକୁ ଜନସ୍ୱାର୍ଥ ମାମଲା

ଭବାନୀପାଟଣା: ଭବାନୀପାଟଣାର ଛତର ଯାତ୍ରାରେ ପଶୁବଳି ବନ୍ଦ କରିବାକୁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଛି।  ସର୍ବସାଧାରଣରେ ପଶୁବଳି ବନ୍ଦ ପାଇଁ ସ୍ୱେଚ୍ଛାସେବୀ ଜୟନ୍ତୀ ଦାସଙ୍କ ପକ୍ଷରୁ ଏହି ମାମଲା ଦାଏର ହୋଇଛି।  ବଳି ବନ୍ଦ ଲାଗି ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଆବେଦନକାରୀ କୋର୍ଟକୁ ଯାଇଛନ୍ତି। ପ୍ରତିବର୍ଷ ଭବାନୀପାଟଣାର ଛତର ଯାତ୍ରାରେ ଶହ ଶହ ସଂଖ୍ୟାରେ ପଶୁ ବଳି ଦିଆଯାଉଛି।  

highcourt

Rakesh Mallick
  • Published: Thursday, 14 September 2017
  • , Updated: 14 September 2017, 02:25 PM IST

Related story