ସୁରକ୍ଷା ବଳୟରେ ପିପିଲି ନିର୍ବାଚନମଣ୍ଡଳୀ

ପିପିଲି (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବଳୟରେ ପିପିଲି ନିର୍ବାଚନମଣ୍ଡଳୀ । ପିପିଲିରେ ଏବେ ସୁଦ୍ଧା ୩ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାଇଛି। ସେହିଭଳି ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ ଏବଂ ଗୋଟିଏ କମ୍ପାନୀ ଓଡ଼ିଶା ସିଫ୍ଟ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି । ପିପିଲି ନିର୍ବାଚନମଣ୍ଡଳୀକୁ ମଲ୍ଟି ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନରେ ୨ ଜଣ ଅତିରିକ୍ତ ଏସ୍‌ପି ଓ ୩ ଡିଏସ୍‌ପି ଦାୟିତ୍ୱରେ ଅଛନ୍ତି। ସେପଟେ ନିର୍ବାଚନ ହିଂସାକୁ […]

7jk

7jk

Tapas Behera
  • Published: Monday, 12 April 2021
  • Updated: 12 April 2021, 04:52 PM IST

Sports

Latest News

ପିପିଲି (ଓଡ଼ିଶା ରିପୋର୍ଟର): ଉପନିର୍ବାଚନ ପୂର୍ବରୁ ସୁରକ୍ଷା ବଳୟରେ ପିପିଲି ନିର୍ବାଚନମଣ୍ଡଳୀ । ପିପିଲିରେ ଏବେ ସୁଦ୍ଧା ୩ କମ୍ପାନୀ ଅର୍ଦ୍ଧ ସାମରିକ ବାହିନୀକୁ ମୁତୟନ କରାଯାଇଛି। ସେହିଭଳି ୨୯ ପ୍ଲାଟୁନ୍ ଓଏସଏପି ଫୋର୍ସ ଏବଂ ଗୋଟିଏ କମ୍ପାନୀ ଓଡ଼ିଶା ସିଫ୍ଟ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି ।

ପିପିଲି ନିର୍ବାଚନମଣ୍ଡଳୀକୁ ମଲ୍ଟି ଜୋନ୍‌ରେ ବିଭକ୍ତ କରାଯାଇ ପ୍ରତି ଜୋନରେ ୨ ଜଣ ଅତିରିକ୍ତ ଏସ୍‌ପି ଓ ୩ ଡିଏସ୍‌ପି ଦାୟିତ୍ୱରେ ଅଛନ୍ତି। ସେପଟେ ନିର୍ବାଚନ ହିଂସାକୁ ଦେଖି ଗ୍ରାଉଣ୍ଡରେ ପୁଲିସ ଡିଜିଙ୍କ ସହ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ପହଞ୍ଚିଛନ୍ତି।

ଆଜି ପୁଲିସ ଡିଜି ଅଭୟ, ଏ଼ଡିଜି ଆଇନଶୃଙ୍ଖଳା ଜଶଓ୍ୱନ୍ତ ଜେଠଓ୍ୱା, ଗୁଇନ୍ଦା ନିର୍ଦ୍ଦେଶପ ଆର.କେ ଶର୍ମା ପ୍ରମୁଖ ପିପିଲି ଯାଇଛନ୍ତି । ଏମାନେ ପିପିଲି ଉପନିର୍ବାଚନ ପ୍ରସ୍ତୁତି, ନିର୍ବାଚନମଣ୍ଡଳୀରେ ଆଇନଶୃଙ୍ଖଳା ସ୍ଥିତି କିଭଳି ଅଛି, ସେ ନେଇ ସମୀକ୍ଷା କରିଛନ୍ତି। ଗତକାଲି ଡେଲାଙ୍ଗରେ ନିର୍ବାଚନୀ ହିଂସା ଯୋଗୁଁ ଦୁଇ ଜଣ ଆହତ ହୋଇଥିଲେ। ଆଗକୁ ଆଇନଶୃଙ୍ଖଳା ସ୍ଥିତି ଯେଭଳି ନବିଗିଡେ, ସେଥିପାଇଁ ଆଗୁଆ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ପିପିଲି ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ପୁଲିସ ଡିଜିଙ୍କ ସମେତ ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story