ଆଜିଠୁ ପିଏଲଜିଏ ସପ୍ତାହ ଆରମ୍ଭ

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆଜିଠାରୁ ଆରମ୍ଭ ହେଉଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ  ସଙ୍ଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳିତ ହେଉଛି। ଯୁବ ବାହିନୀକୁ ମାଓ ସଂଗଠନ ଆଡକୁ ଆକର୍ଷିତ କରିବା ସହ ନିଜ ଦଳରେ ସାମିଲ କରି ସଂଗଠନକୁ ମଜବୁତ କରିବା ହେଉଛି ପିଏଲଜିଏ ସପ୍ତାହର ମୁଖ୍ୟ ଉଦେଶ୍ୟ । ଏହି ସମୟରେ ନକ୍ସଲମାନେ ବିଭିନ୍ନ ଗ୍ରାମରେ ସଭାସମିତି କରି ମାଓବାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ […]

naxal

naxal

Niharika Rout
  • Published: Wednesday, 02 December 2020
  • Updated: 02 December 2020, 07:42 AM IST

ମାଲକାନଗିରି(ଜିତେନ୍ଦ୍ର ବେଉରା): ଆଜିଠାରୁ ଆରମ୍ଭ ହେଉଛି ନକ୍ସଲଙ୍କ ପିଏଲଜିଏ ସପ୍ତାହ । ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ୮ ତାରିଖ ପର୍ଯ୍ୟନ୍ତ ନକ୍ସଲ  ସଙ୍ଗଠନ ପକ୍ଷରୁ ପିଏଲଜିଏ ସପ୍ତାହ ପାଳିତ ହେଉଛି।

ଯୁବ ବାହିନୀକୁ ମାଓ ସଂଗଠନ ଆଡକୁ ଆକର୍ଷିତ କରିବା ସହ ନିଜ ଦଳରେ ସାମିଲ କରି ସଂଗଠନକୁ ମଜବୁତ କରିବା ହେଉଛି ପିଏଲଜିଏ ସପ୍ତାହର ମୁଖ୍ୟ ଉଦେଶ୍ୟ । ଏହି ସମୟରେ ନକ୍ସଲମାନେ ବିଭିନ୍ନ ଗ୍ରାମରେ ସଭାସମିତି କରି ମାଓବାଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାପାଇଁ ବୁଝାଇଥାନ୍ତି । ଏହି ସପ୍ତାହରେ ମାଓବାଦୀମାନେ ହିଂସାତ୍ମକ ନୀତି ଆପଣାଇ ବହୁ ହିଂସାକାଣ୍ଡ ଘଟାଇଥାନ୍ତି ।

ଏଥିପାଇଁ ମାଲକାନଗିରି ପୁଲିସ୍‌ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଗୁଇନ୍ଦା ବିଭାଗକୁ ସତର୍କ କରାଯାଇଛି । ଏହାସହ ଜିଲ୍ଲାରେ ସରକାରୀ ବସ୍‌  ଚଳାଚଳ ବନ୍ଦ ରହିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story