ଭୁବନେଶ୍ୱର: ଯୁକ୍ତ ଦୁଇରେ ନାମଲେଖା ପାଇଁ ଆଜି ତୃତୀୟ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଛି।
ବିଜେବି କଲେଜରେ ନାମଲେଖା ପାଇଁ ବିଜ୍ଞାନରେ କଟ୍ ଅଫ୍ ମାର୍କ ୯୧.୨୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୮୦.୬୭ ପ୍ରତିଶତ ଓ କଳାରେ ୭୪.୫୦ ପ୍ରତିଶତ ରହିଛି।
ରେଭେନ୍ସା କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୯୧.୨୦ ପ୍ରତିଶତ ଥିବା ବେଳେ ବାଣିଜ୍ୟରେ ୭୭.୧୭ ଓ କଳାରେ ୭୩ ପ୍ରତିଶତ ରହିଛି।
ଖଲ୍ଲିକୋଟ କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ୮୯.୩୩ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୬୩.୧୭ ପ୍ରତିଶତ ଓ କଳାରେ ୬୧.୫୦ ପ୍ରତିଶତ ରହିଛି।
ରମାଦେବୀ କଲେଜରେ ନାମଲେଖା ପାଇଁ ବିଜ୍ଞାନରେ କଟ୍ଅଫ୍ ମାର୍କ ୮୩.୬୭ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୬୨.୮୩ ପ୍ରତିଶତ ଓ କଳାରେ ୭୦.୫୦ ପ୍ରତିଶତ ରହିଛି।
ଶୈଳବାଳା କଲେଜରେ ନାମ ଲେଖା ପାଇଁ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୮୨.୫୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୭୩.୮୩ ଓ କଳାରେ ୭୨.୨୦ ପ୍ରତିଶତ ରହିଛି।
ପୁରୀ ଏସସିଏସ୍ କଲେଜରେ ବିଜ୍ଞାନରେ ତୃତୀୟ ପର୍ଯ୍ୟାୟ କଟଅଫ୍ ମାର୍କ ୭୧.୫୦ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ୫୮.୧୭ ପ୍ରତିଶତ ଓ ୭୦ ପ୍ରତିଶତ ରହିଛି।