କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ ପୂର୍ବରୁ ପ୍ରଧାନମନ୍ତ୍ରୀ ଓ ଧର୍ମେନ୍ଦ୍ରଙ୍କ ପୋଷ୍ଟର ପୋଡ଼ି

Ordigital Desk
  • Published: Sunday, 11 June 2017
  • , Updated: 11 June 2017, 08:17 AM IST
<p>କେନ୍ଦ୍ରାପଡ଼ା: ଆଜି କେନ୍ଦ୍ରାପଡ଼ାରେ ବିଜେପିର ମିଶ୍ରଣ ପର୍ବ। ଏହା ପୂର୍ବରୁ ଗତକାଲି ବିଳମ୍ବିତ ରାତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ପୋଷ୍ଟର ଓ ବ୍ୟାନର କିଛି ସ୍ଥାନରେ ଚିରାଯିବା ସହ ପୋଡ଼ି ଦିଆଯାଇଥିବା ଦେଖିବାକୁ ମିଳିଛି।&nbsp; ପୁରୁଣା ବସ୍&zwnj;ଷ୍ଟାଣ୍ଡ ଓ ଇଭିନିଂ କଲେଜ ଆଗରେ ପୋଷ୍ଟର ପୋଡ଼ାଯାଇଥିବା ଦେଖିବାକୁ ମିଳିଛି।&nbsp; ସହରରେ ଅନ୍ୟସ୍ଥାନରେ ମଧ୍ୟ ହୋଡିଂ ଭଙ୍ଗାଯାଇଥିବା ଅଭିଯୋଗ ହୋଇଛି।&nbsp; ଏନେଇ ବିଜେପି ପକ୍ଷରୁ ଥାନାରେ ଏତଲା ଦିଆଯାଇଛି।</p> <p>ଆଜି ଏହି ମିଶ୍ରଣ ପର୍ବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେବେ। ତାଙ୍କ ଉପସ୍ଥିତିରେ ଅନ୍ୟ ଦଳର କିଛି ନେତା ବିଜେପିର ମିଶିବା ନେଇ କାର୍ଯ୍ୟକ୍ରମ ରହିଛି।</p> <p>&amp;nbsp;</p>

Related story