ନନ୍ଦନକାନନ ପରିସରରେ ଥିବା ଏଟିଏମ୍‌ରୁ ଲୁଟ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପରିସରରେ ଥିବା ପିଏନବି ଏଟିଏମ୍‌ରୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ିନାହିଁ। ସୁରକ୍ଷାକର୍ମୀ ଡ୍ୟୁଟିରେ ଥିବା ବେଳେ କିପରି ଏଟିଏମ୍‌ରୁ ଟଙ୍କା ଲୁଟ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏନେଇ ପୁଲିସ ଖୋଳତାଡ଼ ଜାରି ରହିଛି। ଏଟିଏମ୍‌ର ସିସିଟିଭି ଅକାମୀ ହୋଇ ପଡ଼ିଥିବା ଜଣାପଡ଼ିଛି।

atm99

Tapaswini Nayak
  • Published: Wednesday, 23 October 2019
  • , Updated: 23 October 2019, 02:06 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରସ୍ଥିତ ନନ୍ଦନକାନନ ପରିସରରେ ଥିବା ପିଏନବି ଏଟିଏମ୍‌ରୁ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣାପଡ଼ିନାହିଁ। ସୁରକ୍ଷାକର୍ମୀ ଡ୍ୟୁଟିରେ ଥିବା ବେଳେ କିପରି ଏଟିଏମ୍‌ରୁ ଟଙ୍କା ଲୁଟ ହେଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ପୁଲିସ ଖୋଳତାଡ଼ ଜାରି ରହିଛି। ଏଟିଏମ୍‌ର ସିସିଟିଭି ଅକାମୀ ହୋଇ ପଡ଼ିଥିବା ଜଣାପଡ଼ିଛି।

Related story