ଏଟିଏମ୍‌ରୁ ଲୁଟି ଉଡ଼ି ଯାଇଥିଲେ, ଆଜି ରିମାଣ୍ଡରେ ଆସି ଡେମୋ ଦେଖାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆରେ ଥିବା ପିଏନ୍‌ବି ଏଟିଏମ୍‌ରୁ ୨୭ ଲକ୍ଷ ଟଙ୍କା ଲୁଟି ଚଣ୍ଡିଗଡ଼ ଓ ପରେ ଭାଇଜାଗ ଉଡ଼ିଯାଇଥିବା ୨ ଲୁଟେରାଙ୍କୁ ଆଜି ଭୁବନେଶ୍ୱର ଆଣିଛି କମିଶନରେଟ ପୁଲିସ୍‌। ସେମାନେ ଏଠାରେ ସିନ୍ ରିକ୍ରିଏଟ୍ କରିବା ସହ ଲୁଟ୍‌ର ଡେମୋ ଦେଖାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ସମରଜ୍ୟୋତି ସିଂ ଓ କେରଳର ଜାଫର ସାଦ୍ଦିକ ଏ. ଭି.। ସମରଜ୍ୟୋତି ଓ ଜାଫରଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିଶନରେଟ […]

loot

loot

Niharika Rout
  • Published: Saturday, 12 December 2020
  • Updated: 12 December 2020, 02:33 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ପଟିଆରେ ଥିବା ପିଏନ୍‌ବି ଏଟିଏମ୍‌ରୁ ୨୭ ଲକ୍ଷ ଟଙ୍କା ଲୁଟି ଚଣ୍ଡିଗଡ଼ ଓ ପରେ ଭାଇଜାଗ ଉଡ଼ିଯାଇଥିବା ୨ ଲୁଟେରାଙ୍କୁ ଆଜି ଭୁବନେଶ୍ୱର ଆଣିଛି କମିଶନରେଟ ପୁଲିସ୍‌। ସେମାନେ ଏଠାରେ ସିନ୍ ରିକ୍ରିଏଟ୍ କରିବା ସହ ଲୁଟ୍‌ର ଡେମୋ ଦେଖାଇଛନ୍ତି। ଦୁଇ ଅଭିଯୁକ୍ତ ହେଲେ ପଞ୍ଜାବର ସମରଜ୍ୟୋତି ସିଂ ଓ କେରଳର ଜାଫର ସାଦ୍ଦିକ ଏ. ଭି.।

ସମରଜ୍ୟୋତି ଓ ଜାଫରଙ୍କୁ ଆନ୍ଧ୍ରପ୍ରଦେଶର ଭାଇଜାଗରୁ ରିମାଣ୍ଡରେ ୩ ଦିନିଆ ରିମାଣ୍ଡରେ ଆଣିଥିବା କମିଶନରେଟ ପୁଲିସ୍‌ ଘଟଣାର ଖୋଳତାଡ଼ କରିବା ସହ ଗୁଡ଼ାଇ ତୁଡ଼ାଇ ପ୍ରଶ୍ନ କରୁଛି।  ଦୁହେଁ କିପରି ଲୁଟ୍ କରିଥିଲେ, କେଉଁ ଟେକ୍ନୋଲୋଜି ଆପଣାଇଥିଲେ, ତାହା ପୁଲିସ୍‌ ଆଗରେ କରି ଦେଖାଇଛନ୍ତି।  ସେପଟେ ଏଟିଏମ୍ ଲୁଟ୍ ସଂପର୍କରେ ଅଧିକ ତଥ୍ୟ ଜାଣିବା ଲାଗି ପୁଲିସ୍‌ ଦୁହିଁଙ୍କୁ ଜେରା କରିବ।

ଦୁହେଁ ଭୁବନେଶ୍ୱର କିପରି ଆସିଥିଲେ, କାହିଁକି ଏହି ଏଟିଏମ୍‌କୁ ଟାର୍ଗେଟ କଲେ, ଏତେ ଟଙ୍କା ନେଇ କଣ କଲେ ଓ କେଉଁଠି ନିବେଶ କରିଛନ୍ତି ସେସବୁ ଘଟଣାର ମଧ୍ୟ ଖୋଳତାଡ଼ କରିବ ପୁଲିସ୍‌।

ସୂଚନାଯୋଗ୍ୟ, ଅକ୍ଟୋବର ୧୦ରେ ପଟିଆ ପିଏନ୍‌ବି ଏଟିଏମ୍ ଲୁଟ୍ କରିବା ପରେ ଦୁହେଁ ଏୟାରପୋର୍ଟ ଯାଇ ସେଠାରୁ ଚଣ୍ଡିଗଡ଼ ଓ ପରେ ଭାଇଜାଗ ଯାଇଥିଲେ । ଭାଇଜାଗରେ ଗୋଟିଏ ଏଟିଏମ ଲୁଟ୍ କରି ପୁଲିସ୍‌ ହାତରେ ଧରାପଡ଼ିଥିଲେ ।

ଏପଟେ ଦୁହିଁଙ୍କୁ ଖୋଜୁଥିବା ଭୁବନେଶ୍ୱର କମିଶନରେଟ୍ ପୁଲିସ୍‌ ଖବର ପାଇ ଆନ୍ଧ୍ର ପୁଲିସ୍‌  ସହ ଯୋଗାଯୋଗ କରିଥିଲା । ଦୁହିଁଙ୍କୁ ରିମାଣ୍ଡରେ ଆଣିବାକୁ ଉଦ୍ୟମ କରିଥିଲା । ଗତକାଲି ଦୁହିଁଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣିଥିଲା କମିଶନରେଟ ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story