ମାଛରୁ ମିଳିଲା ବିଷାକ୍ତ ଫର୍ମାଲିନ୍‌

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୪ ନମ୍ୱର ମାର୍କେଟ୍‌ରୁ ଆଜି ସଂଗ୍ରହ କରାଯାଇଥିବା ପାମ୍ପ୍ଲେଟ୍‌ ମାଛରେ ଫର୍ମାଲିନ୍‌ ରହିଛି। ସଂଗ୍ରହ କରାଯାଇଥିବା ୯ଟି ନମୁନା ମଧ୍ୟରୁ ଗୋଟିକରେ ଏହି ବିଷାକ୍ତ ଫର୍ମାଲିନ୍‌ ମିଳିଥିବା ଲ୍ୟାବ୍‌ ଟେଷ୍ଟରୁ ଜଣାପଡ଼ିଛି। ଏନେଇ ସ୍ପଷ୍ଟ କରିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ବିଶାଲ ଗଗନ। ସେ କହିଛନ୍ତି-“ଆଜି ଭୋର ୪ଟାରୁ ୬ଟା ଭିତରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୧୨ ଜଣିଆ ଟିମ୍‌ ଭୁବନେଶ୍ୱର ବ୍ୟସ୍ତବହୁଳ ୪- […]

silver-pomfret-fish-595123

silver-pomfret-fish-595123

Rakesh Mallick
  • Published: Friday, 13 July 2018
  • Updated: 13 July 2018, 04:41 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଭୁବନେଶ୍ୱର ୪ ନମ୍ୱର ମାର୍କେଟ୍‌ରୁ ଆଜି ସଂଗ୍ରହ କରାଯାଇଥିବା ପାମ୍ପ୍ଲେଟ୍‌ ମାଛରେ ଫର୍ମାଲିନ୍‌ ରହିଛି। ସଂଗ୍ରହ କରାଯାଇଥିବା ୯ଟି ନମୁନା ମଧ୍ୟରୁ ଗୋଟିକରେ ଏହି ବିଷାକ୍ତ ଫର୍ମାଲିନ୍‌ ମିଳିଥିବା ଲ୍ୟାବ୍‌ ଟେଷ୍ଟରୁ ଜଣାପଡ଼ିଛି। ଏନେଇ ସ୍ପଷ୍ଟ କରିଛନ୍ତି ମତ୍ସ୍ୟ ଓ ପଶୁ ସଂପଦ ବିଭାଗ ସଚିବ ବିଶାଲ ଗଗନ।

ସେ କହିଛନ୍ତି-“ଆଜି ଭୋର ୪ଟାରୁ ୬ଟା ଭିତରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ୧୨ ଜଣିଆ ଟିମ୍‌ ଭୁବନେଶ୍ୱର ବ୍ୟସ୍ତବହୁଳ ୪- ନମ୍ୱର ମାର୍କେଟ୍‌ରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ରୋହି, ମିରିକାଳି, ପାମ୍ପ୍ଲେଟ୍‌ ଆଦି ମାଛର ୯ଟି ନମୁନା ସଂଗ୍ରହ କରାଯାଇଥିଲା। ସେଥିମଧ୍ୟରୁ ପାମ୍ପ୍ଲେଟ୍‌ ମାଛ ନମୁନାରୁ ଫର୍ମାଲିନ ମିଳିଛି। ଏହି ବିଷାକ୍ତ ମାଛ କେଉଁ ଡିପୋରୁ ଆସିଛି, ତାହାର ତଦନ୍ତ କରାଯିବ। ଏପରିକି ଉକ୍ତ ମାଛକୁ ନଷ୍ଟ ମଧ୍ୟ କରାଯିବ। ଏହା ପରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ନମୁନା ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

ସେ ଆହୁରି କହିଛନ୍ତି-“ମାଛରେ ବିଷାକ୍ତ ଫର୍ମାଲିନ୍‌ ମିଳିବା ପରେ ନମୁନା ସଂଗ୍ରହ ପାଇଁ ସମସ୍ତ ଜିଲ୍ଲାପାଳମାନଙ୍କୁ ଚିଠି କରାଯିବ। ବିଶେଷକରି ଉପକୂଳ ଅଞ୍ଚଳର ଜିଲ୍ଲାପାଳମାନେ ଏଥିପ୍ରତି ବେଶୀ ଧ୍ୟାନ ଦେବାକୁ କୁହାଯାଇଛି। ଏପରିକି ମାଛରେ ଫର୍ମାଲିନ୍‌ ବ୍ୟବହାର ନକରିବା ପାଇଁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯିବ। ଏଥିପାଇଁ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରାଯିବ। ଏହି କମିଟି ମାଛ ବଜାରକୁ ଯାଇ ମାନ ଯାଞ୍ଚ କରିବ।”

ସେ କହିଛନ୍ତି-“ଓଡ଼ିଶାରେ ପ୍ରତିବର୍ଷ ୪.୬ ଲକ୍ଷ ମେଟ୍ରିକ୍‌ ଟନ୍‌ ମାଛ ଓ ୭୫୮୦ ଲକ୍ଷ ଟନ୍‌ ଚିଙ୍ଗୁଡ଼ି ଉତ୍ପାଦନ ହେଉଛି। ତଥାପି ୫୦ ଲକ୍ଷ ଟନ୍‌ ମାଛ ଆବଶ୍ୟକ ହେଉଛି। ଏହି ମାଛ ବାହାରୁ ଆମଦାନୀ କରାଯାଉଛି। ସେହିପରି ଦେଢ଼ ଲକ୍ଷ ଟନ୍‌ ସମୁଦ୍ର ମାଛ ମଧ୍ୟ ଧରାଯାଉଛି। ମାତ୍ର ଏହି ମାଛକୁ ବିଦେଶକୁ ଚାଲାଣ କରାଯାଉଛି।”

ସେପଟେ ମାଛରେ ଫର୍ମାଲିନ୍‌ ନେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ଆଜି ଆନ୍ଧ୍ରରୁ ୯ଟି ମାଛ ଗାଡ଼ି ଆସିଥିଲା। କିଛି ବିଷାକ୍ତ ପଦାର୍ଥ ମିଳିନି। ୪ ନମ୍ବର ମାଛ ମାର୍କେଟରୁ ଗୋଟିଏ ନମୁନାରୁ ଫର୍ମାଲିନ୍‌ ମିଳିଛି। ସେ ମାଛ କେଉଁଠୁ କେମିତି ଆସିଲା ତା’ର ତଦନ୍ତ ଚାଲିଛି। ମାଛ ଯାଞ୍ଚ ପାଇଁ ପ୍ରତି ଜିଲ୍ଲାରେ ଟାସ୍କ ଫୋର୍ସ ଗଠନ ହେବ। ପଦକ୍ଷେପ ନେବାକୁ ପ୍ରତି ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ହେବ। ଭୟ କରିବାର କାରଣ ନାହିଁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story