ଚାଷ ଜମିରୁ ମୁଣ୍ଡ, ହାତ ଓ ଗୋଡ ବିହୀନ ମୃତଦେହ ଉଦ୍ଧାର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଡେଙ୍ଗାପଦର ଗାଁରୁ ମୁଣ୍ଡ, ହାତ ଓ ଗୋଡ ବିହୀନ ମୃତଦେହ ପୋଲିସ୍‌ ଆଜି ଜବତ କରିଛି। ଏକ ଚାଷ ଜମିରେ ଏହି ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ଓ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। କେଉଁ କାରଣରୁ ଓ କାହିଁକି କିଏ ସମ୍ପୃକ୍ତ ଯୁବକଙ୍କୁ ହତ୍ୟାକଲା ତାହା […]

polasara police seize a dead

Rakesh Mallick
  • Published: Sunday, 02 April 2017
  • , Updated: 02 April 2017, 04:16 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକର ଡେଙ୍ଗାପଦର ଗାଁରୁ ମୁଣ୍ଡ, ହାତ ଓ ଗୋଡ ବିହୀନ ମୃତଦେହ ପୋଲିସ୍‌ ଆଜି ଜବତ କରିଛି। ଏକ ଚାଷ ଜମିରେ ଏହି ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍‌ ଓ ସାଇଣ୍ଟିକ୍‌ଫିକ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରି ତଦନ୍ତ ଆରମ୍ଭ କରିଛି। ମାତ୍ର ମୃତକଙ୍କ ପରିଚୟ ଜଣାପଡ଼ି ନାହିଁ। କେଉଁ କାରଣରୁ ଓ କାହିଁକି କିଏ ସମ୍ପୃକ୍ତ ଯୁବକଙ୍କୁ ହତ୍ୟାକଲା ତାହା ଜଣାପଡ଼ୁନି।

Related story