୨ ଦିନରେ ଧରା ପଡ଼ିଲେଣି ୪୭ ଦଲାଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲାଗୁ ହେବାକୁ ଥିବା ‘ମୋ ସରକାର’ ଯୋଜନା ପୂର୍ବରୁ ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ଅଭିଯାନ ଜୋରସୋରରେ ଚାଲିଛି। ମାତ୍ର ୨ ଦିନ ଭିତରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରୁ ଧରାପଡିଲେଣି ୪୭ ଜଣ ଦଲାଲ୍ । ଏତେ ସଂଖ୍ୟାରେ ଦଲାଲ୍ ଧରାପଡିବା ପରେ ସ୍ପଷ୍ଟ ହେଉଛି ଯେ  ବର୍ଷ ବର୍ଷ ଧରି  ସାଧାରଣ ଲୋକେ କିପରି ସେବା ପାଉଥିଲେ।   ତେବେ ଆସନ୍ତା […]

dalal-1--1..

dalal-1--1..

Niharika Rout
  • Published: Friday, 27 September 2019
  • Updated: 27 September 2019, 08:20 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଅକ୍ଟୋବର ୨ ତାରିଖରୁ ରାଜ୍ୟରେ ଲାଗୁ ହେବାକୁ ଥିବା ‘ମୋ ସରକାର’ ଯୋଜନା ପୂର୍ବରୁ ମେଡିକାଲ ଓ ଆରଟିଓ ଅଫିସକୁ ଦଲାଲମୁକ୍ତ କରିବା ଅଭିଯାନ ଜୋରସୋରରେ ଚାଲିଛି। ମାତ୍ର ୨ ଦିନ ଭିତରେ ରାଜ୍ୟର ବିଭିନ୍ନ ହସ୍ପିଟାଲ ଓ ଆରଟିଓ କାର୍ଯ୍ୟାଳୟରୁ ଧରାପଡିଲେଣି ୪୭ ଜଣ ଦଲାଲ୍ ।

ଏତେ ସଂଖ୍ୟାରେ ଦଲାଲ୍ ଧରାପଡିବା ପରେ ସ୍ପଷ୍ଟ ହେଉଛି ଯେ  ବର୍ଷ ବର୍ଷ ଧରି  ସାଧାରଣ ଲୋକେ କିପରି ସେବା ପାଉଥିଲେ।   ତେବେ ଆସନ୍ତା ୧୫ ଦିନ ମଧ୍ୟରେ ଦଲାଲରାଜ୍ ସଫା ପାଇଁ ସବୁ ଏସ୍‌ପି ଓ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।  ଖୋଦ ରାଜଧାନୀ ସମେତ କେନ୍ଦୁଝର, ବାଲେଶ୍ୱର ଓ ନବରଙ୍ଗପୁରରେ ବେଶ୍ ସକ୍ରିୟ ରହିଛନ୍ତି ଏହି ଦଲାଲମାନେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story