ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତି ପାଖରେ ପ୍ରତିବାଦ କରୁଥିବା ବେଳେ ଉଠାଇ ନେଲା ପୁଲିସ୍‌ 

ବାରିପଦା(ମାଣିକଲାଲ ପାଣି): ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ସିଡିରେ ଚଢ଼ି ପ୍ରତିବାଦ କରୁଥିବା ବେଳେ ୬ ଜେଏମ୍‌ଏମ୍‌ କର୍ମୀଙ୍କୁ ଉଠାଇ ନେଲା ପୁଲିସ୍‌। ସେମାନଙ୍କ ଭିତରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ବାରିପଦା ବିଜୁ ପଟ୍ଟନାୟକ ଛକରେ ଘଟିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ କରିଥିଲା ବିଜେପି ଓ ଜେଏମ୍‌ଏମ୍‌। ନାରାବାଜୀ ଦେଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦରେ ଆଜି ମୟୂରଭଞ୍ଜ ବନ୍ଦ ଡାକରା […]

JMM

JMM

Manoranjan Sial
  • Published: Monday, 25 October 2021
  • Updated: 25 October 2021, 10:26 PM IST

Sports

Latest News

ବାରିପଦା(ମାଣିକଲାଲ ପାଣି): ବିଜୁ ପଟ୍ଟନାୟଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ସିଡିରେ ଚଢ଼ି ପ୍ରତିବାଦ କରୁଥିବା ବେଳେ ୬ ଜେଏମ୍‌ଏମ୍‌ କର୍ମୀଙ୍କୁ ଉଠାଇ ନେଲା ପୁଲିସ୍‌। ସେମାନଙ୍କ ଭିତରେ ଜଣେ ନାବାଳକ ଥିବା ଜଣାପଡ଼ିଛି। ଆଜି ଏପରି ଘଟଣା ବାରିପଦା ବିଜୁ ପଟ୍ଟନାୟକ ଛକରେ ଘଟିଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାରିପଦା ଗସ୍ତକୁ ବିରୋଧ କରିଥିଲା ବିଜେପି ଓ ଜେଏମ୍‌ଏମ୍‌। ନାରାବାଜୀ ଦେଉଥିବା ବେଳେ ସେମାନଙ୍କ ଉପରେ ଆକ୍ରମଣ ହୋଇଥିଲା। ଏହାର ପ୍ରତିବାଦରେ ଆଜି ମୟୂରଭଞ୍ଜ ବନ୍ଦ ଡାକରା ଦେଇଥିଲା ବିଜେପି। ଏହି ବନ୍ଦ ଡାକରାରେ ସାମିଲ ହୋଇଥିଲା ଜେଏମ୍‌ଏମ୍‌।

ଆଜି ଅପରାହ୍ନରେ ଜେଏମ୍‌ଏମ୍‌ କର୍ମୀମାନେ ବିଜୁ ପଟ୍ଟନାୟକ ଛକରେ ପ୍ରତିବାଦ ସଭା କରୁଥିଲା। ସଭା ଚାଲିଥିବା ବେଳେ କେତେକ କର୍ମୀ ହାତରେ ଫ୍ଲା କାର୍ଡ଼ ଧରି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପାଖରେ ଥିବା ସିଡି ଉପରେ ଚଢ଼ିଯାଇ ନାରାବଜୀ ଦେଇଥିଲେ। ଏପରିକି ବିଜୁ ପଟ୍ଟନାୟକଙ୍କ ମୁହଁ ଆଗରେ ଫ୍ଲା କାର୍ଡ଼ ରଖି ବିକ୍ଷୋଭ କରିଥିଲେ। ଠିକ୍‌ ଏହି ସମୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରତିବାଦ କରୁଥିବା ୬ ଜଣ ଜେଏମ୍‌ଏମ୍‌ କର୍ମୀଙ୍କୁ ଗିରଫ କରିଛି। ସେମାନଙ୍କ ଭିତରେ ଜଣେ ନାବାଳକ ଥିବା ଜଣାପଡ଼ିଛି।

ଜେଏମ୍‌ଏମ୍‌ କର୍ମୀଙ୍କ ପ୍ରତିବାଦ ସମ୍ପର୍କରେ ଖବର ପାଇ ମୂର୍ତ୍ତି ପାଖରେ ପହଞ୍ଚିଥିଲେ ବିଜେଡି ଯୁବ ଓ ଛାତ୍ରନେତାମାନେ। ସେମାନେ ଜେଏମ୍‌ଏମ୍‌ ଫ୍ଲା କାର୍ଡ ଗୁଡ଼ିକୁ କାଢ଼ି ଫିଙ୍ଗି ଦେଇଥିଲେ।

ସନ୍ଧ୍ୟା ବେଳେ ବିଜୁ ପଟ୍ଟନାୟକ ଛକରେ ପହଞ୍ଚିଥିଲେ ମନ୍ତ୍ରୀ ସୁଦାମ ମାରାଣ୍ଡି ଓ ଜିଲ୍ଲାର ବରିଷ୍ଠ ନେତାମାନେ। ସମସ୍ତେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ତଳେ ନୀରବ ପ୍ରାର୍ଥନା କରିଥିଲେ। ଜେଏମ୍‌ଏମ୍‌ କର୍ମୀଙ୍କ ପରି କାର୍ଯ୍ୟକୁ ଦଢ଼ ନିନ୍ଦା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story