ଡାହାଣୀ ସନ୍ଦେହ ୫ ମହିଳାଙ୍କୁ ମାଡ଼ ଘଟଣାରେ ୭ ଗିରଫ

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଂଜ ଜିଲ୍ଲା ବଡସାହି ମଧୁପୁର ଗାଁରେ ୫ଜଣ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣାରେ ପୋଲିସ୍ ୭ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର କିଛି ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଗିରଫ ଲୋକଙ୍କ ନାଁରେ ୩୪୧, ୨୯୪, ୩୨୩, ୫୦୬, ୩୦୭, ୧୪୯ ଆଇପିସିରେ ମାମଲା ରୁଜୁ କରିଛି ପୋଲିସ୍। ସୂଚନା ଅନୁସାରେ, ମଧୁପୁରରେ କିଛି ଲୋକଙ୍କ ଅସ୍ୱାଭାବିକ […]

women-beten

Rakesh Mallick
  • Published: Monday, 06 November 2017
  • , Updated: 06 November 2017, 11:07 PM IST

ବାରିପଦା (ଓଡ଼ିଶା ରିପୋର୍ଟର): ମୟୂରଭଂଜ ଜିଲ୍ଲା ବଡସାହି ମଧୁପୁର ଗାଁରେ ୫ଜଣ ମହିଳାଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣାରେ ପୋଲିସ୍ ୭ ଜଣ ଲୋକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାର କିଛି ଭିଡିଓ ଭାଇରାଲ ହେବା ପରେ ପୋଲିସ୍ ତଦନ୍ତ ଆରମ୍ଭ କରିଥିଲା। ଗିରଫ ଲୋକଙ୍କ ନାଁରେ ୩୪୧, ୨୯୪, ୩୨୩, ୫୦୬, ୩୦୭, ୧୪୯ ଆଇପିସିରେ ମାମଲା ରୁଜୁ କରିଛି ପୋଲିସ୍।

ସୂଚନା ଅନୁସାରେ, ମଧୁପୁରରେ କିଛି ଲୋକଙ୍କ ଅସ୍ୱାଭାବିକ ମୃତ୍ୟୁ ହୋଇଥିଲା। ଗୁଣିଗାରେଡି ଯୋଗୁଁ ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି।

Related story