ପୂଜା ଚାନ୍ଦା ମାଗି ୧୩ ଜଣ ଫସିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ଚାନ୍ଦା ମାଗି ଫସିଗଲେ। ଯୋର ଜବରଦସ୍ତ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ୧୩ ଜଣ ବନ୍ଧା ହେଲେ। ଭୁବନେଶ୍ୱର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ାରେ ଏନେଇ  ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୂଜା ଚାନ୍ଦା ମାଗିବା ଅଭିଯୋଗରେ ଏସବୁ ଅଞ୍ଚଳରୁ ୫ ଜଣଙ୍କୁ ଗିରଫ କରାଯାଇଛି। ପାର୍ବଣରେ ବେଆଇନ ଚାନ୍ଦା ଉପରେ ରୋକ୍ ଲଗାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଯୋର ଜବରଦସ୍ତ ଚାନ୍ଦା ଆଦାୟ ନେଇ କଟକଣା ଜାରି କରିଥିଲା […]

9876

Tapas Behera
  • Published: Tuesday, 03 September 2019
  • , Updated: 03 September 2019, 05:48 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୂଜା ଚାନ୍ଦା ମାଗି ଫସିଗଲେ। ଯୋର ଜବରଦସ୍ତ ପୂଜା ଚାନ୍ଦା ମାଗିବା ଅଭିଯୋଗରେ ୧୩ ଜଣ ବନ୍ଧା ହେଲେ। ଭୁବନେଶ୍ୱର, ଢେଙ୍କାନାଳ, ସୁନ୍ଦରଗଡ଼, ରାୟଗଡ଼ାରେ ଏନେଇ  ୫ ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ପୂଜା ଚାନ୍ଦା ମାଗିବା ଅଭିଯୋଗରେ ଏସବୁ ଅଞ୍ଚଳରୁ ୫ ଜଣଙ୍କୁ ଗିରଫ କରାଯାଇଛି।

ପାର୍ବଣରେ ବେଆଇନ ଚାନ୍ଦା ଉପରେ ରୋକ୍ ଲଗାଇବାକୁ ଡିଜିପି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଯୋର ଜବରଦସ୍ତ ଚାନ୍ଦା ଆଦାୟ ନେଇ କଟକଣା ଜାରି କରିଥିଲା କମିଶନେରେଟ୍‌ ପୁଲିସ୍‌।

ଏମିତିକି ଯୋର ଜବରଦସ୍ତ ଚାନ୍ଦା ଆଦାୟ ଅଭିଯୋଗ ଆସିଲେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ଚେତାବନୀ ଦିଆଯାଥିଲା। ମୁଖ୍ୟତ ଚାନ୍ଦା ଆଦାୟକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Related story