ବନ୍ଦ ଘରୁ ଗଞ୍ଜେଇ ଜବତ, ଜଣେ ଗିରଫ

ଆସିକା(ମନୋଜ ମୁନୀ): ବନ୍ଦ ଘରୁ ଗଞ୍ଜେଇ ଜବତ। ଏଥିସହ ଗଞ୍ଜେଇ ମେସିନ୍‌ ଜବତ କରିଛି ପୁଲିସ। ଏହି ମାମଲାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।  ଗଞ୍ଜାମ ଜିଲ୍ଲା ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ଅନ୍ତର୍ଗତ ଖପରାଗଣ୍ଡ ଗାଁରେ ଏକ ଘରେ ଚଢ଼ଉ କରି ୩୧୫୬ କେଜି କଞ୍ଜେଇ ଜବତ କରିଛି ପୁଲିସ। ଏଥିସହ ଗଞ୍ଜେଇ ପ୍ୟାକିଙ୍ଗ ମେସିନ୍‌ ମଧ୍ୟ ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। […]

Aska

Manoranjan Sial
  • Published: Thursday, 01 July 2021
  • , Updated: 01 July 2021, 04:29 PM IST

ଆସିକା(ମନୋଜ ମୁନୀ): ବନ୍ଦ ଘରୁ ଗଞ୍ଜେଇ ଜବତ। ଏଥିସହ ଗଞ୍ଜେଇ ମେସିନ୍‌ ଜବତ କରିଛି ପୁଲିସ। ଏହି ମାମଲାରେ ପୁଲିସ ଜଣକୁ ଗିରଫ କରି କୋର୍ଟ ଚାଲାଣ କରିଛି।

 ଗଞ୍ଜାମ ଜିଲ୍ଲା ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍‌ ପାଟପୁର ଥାନା ଅନ୍ତର୍ଗତ ଖପରାଗଣ୍ଡ ଗାଁରେ ଏକ ଘରେ ଚଢ଼ଉ କରି ୩୧୫୬ କେଜି କଞ୍ଜେଇ ଜବତ କରିଛି ପୁଲିସ। ଏଥିସହ ଗଞ୍ଜେଇ ପ୍ୟାକିଙ୍ଗ ମେସିନ୍‌ ମଧ୍ୟ ଜବତ କରିଛି। ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ହୋଇଥିବା ଯୁବକ ଜଣଙ୍କ ହେଲେ ଉକ୍ତ ଗାଁର ସନ୍ତୋଷ ମଲ୍ଲିକ। ପୁଲିସ ତାକୁ କୋର୍ଟ ଚାଲାଣ କରିଛି। ଏନେଇ ଆସିକା ଏସ୍‌ଡିପିଓ ଉମା ସଙ୍କର ସିଂହ କହିଛନ୍ତି।

Related story