ଗଞ୍ଜେଇ ଚାଲାଣ ରାକେଟ୍‌ରେ ପୁଲିସ୍, ବିଟେକ୍ ଛାତ୍ର

ଜୟପୁର(ଟି ଗୌରିଶଙ୍କର): ଗଞ୍ଜେଇ ଚୋରା ଚାଲାଣରେ ସାମିଲ ଅଛନ୍ତି ପୁଲିସ୍‌ କର୍ମଚାରୀ ଓ ବିଟେକ୍ ଛାତ୍ର। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ୍ । ଏପରିକି ଜୟପୁର ସଦର ଥାନା ପୁଲିସ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବା ବେଳେ ଉକ୍ତ ଥାନାର ଜଣେ କର୍ମଚାରୀ ବି ସମ୍ପୃକ୍ତ ଥିବା ଜଣାଯାଇଛି। ଏନେଇ ପ୍ରେସ୍ ରିଲିଜ୍  ଜାରି କରି  ସୂଚନା ଦେଇଛି ପୁଲିସ୍‌। ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଜଳାପୁଟରୁ ଭାୟା […]

joypur

joypur

Niharika Rout
  • Published: Friday, 13 November 2020
  • Updated: 13 November 2020, 08:04 AM IST

ଜୟପୁର(ଟି ଗୌରିଶଙ୍କର): ଗଞ୍ଜେଇ ଚୋରା ଚାଲାଣରେ ସାମିଲ ଅଛନ୍ତି ପୁଲିସ୍‌ କର୍ମଚାରୀ ଓ ବିଟେକ୍ ଛାତ୍ର। ଏପରି ଚାଞ୍ଚଲ୍ୟକର ତଥ୍ୟ ଦେଇଛି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ପୁଲିସ୍ । ଏପରିକି ଜୟପୁର ସଦର ଥାନା ପୁଲିସ୍ ଚଢ଼ାଉ କରି ଗଞ୍ଜେଇ ଜବତ କରିଥିବା ବେଳେ ଉକ୍ତ ଥାନାର ଜଣେ କର୍ମଚାରୀ ବି ସମ୍ପୃକ୍ତ ଥିବା ଜଣାଯାଇଛି। ଏନେଇ ପ୍ରେସ୍ ରିଲିଜ୍  ଜାରି କରି  ସୂଚନା ଦେଇଛି ପୁଲିସ୍‌।

ସୂଚନାଯୋଗ୍ୟ, କୋରାପୁଟ ଜିଲ୍ଲା ଜଳାପୁଟରୁ ଭାୟା ଜୟପୁର ଦେଇ କାର୍ ଯୋଗେ ଚୋରାରେ ଚାଲାଣ ହେଉଥିଲା ଗଞ୍ଜେଇ। ଖବର ପାଇ  ଜୟପୁର ସଦର ଥାନା ପୁଲିସ୍ ଚଢ଼ାଉ କରି ୨ କୁଇଣ୍ଟାଲ ୬୯ କେଜିର ଗଞ୍ଜେଇ ଜବତ କରିଛି। ଏହି ଘଟଣାରେ ପୁଲିସ୍‌  ସମୁଦାୟ ୬ ଜଣଙ୍କୁ ଗିରଫ କରିଛି।

ଗିରଫଙ୍କ ମଧ୍ୟରେ ଜଣେ ଖୋଦ୍ ସଦର ଥାନାର ହାବିଲଦାର ବିଶ୍ୱନାଥ ପରିଜା ଓ ଅନ୍ୟ ଜଣେ କୋରାପୁଟ୍ ସ୍ଥିତ ଓଏସ୍ଏପି ୬୦ ବାଟାଲିଅନ୍‌ର ନରେନ୍ଦ୍ର ବଡ଼ନାୟକ ନାମକ ବ୍ୟକ୍ତି ଥିବା ଜଣାଯାଇଛି। ସେହିପରି ବିହାର ନାଓ୍ୱଡ଼ାର ଜଣେ ବିଟେକ୍ ଛାତ୍ର ବି ଏହି ମାମଲାରେ ଗିରଫ ହୋଇଛନ୍ତି।  ଅଛନ୍ତି ।

ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୦ ଲକ୍ଷ ଟଙ୍କା ହେବ । ଏହି ଘଟଣାରେ ପୁଲିସ୍‌ ଚୋରାଚାଲାଣରେ ବ୍ୟବହୃତ କାର୍ ସହ ୩ଟି ବାଇକ୍ ମଧ୍ୟ ଜବତ କରିଛି । ତେବେ ଗଞ୍ଜେଇ ଚାଲାଣରେ ଦୁଇ ଦୁଇ ଜଣ ପୋଲିସ୍ କର୍ମଚାରୀଙ୍କ ସଂପୃକ୍ତିକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story