ଭୋଟ୍ କେ କହ ‘ହଁ’, ‘ନୋଟ୍‌’ କେ କହ ନାଇଁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପ-ନିର୍ବାଚନ ପାଇଁ ଏବେ ଉଠୁଛି ପଡ଼ୁଛି ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ। ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ କରାଯାଉଛି ଜୋରଦାର ପ୍ରଚାର। ଏହି ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକମାନେ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ୍ ମାଗୁଛନ୍ତି। ସଭାସମିତି ମଧ୍ୟ କରୁଛନ୍ତି। ତେବେ ଭୋଟ୍‌ର ଆଉ ଗୋଟେ ଦିଗ ଅଛି। ବିଭିନ୍ନ ସମୟରେ ପ୍ରାର୍ଥୀ ଅବା ଦଳ ପକ୍ଷରୁ ଟଙ୍କା ଦେଇ ଭୋଟର୍‌ଙ୍କୁ ନିଜ […]

bijepur

bijepur

Rakesh Mallick
  • Published: Sunday, 18 February 2018
  • Updated: 18 February 2018, 05:58 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପ-ନିର୍ବାଚନ ପାଇଁ ଏବେ ଉଠୁଛି ପଡ଼ୁଛି ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀ। ବିଜେଡି, କଂଗ୍ରେସ ଓ ବିଜେପି ପକ୍ଷରୁ କରାଯାଉଛି ଜୋରଦାର ପ୍ରଚାର। ଏହି ତିନି ପ୍ରମୁଖ ଦଳର ଷ୍ଟାର ପ୍ରଚାରକମାନେ ସେମାନଙ୍କ ପ୍ରାର୍ଥୀଙ୍କ ପାଇଁ ଘର ଘର ବୁଲି ଭୋଟ୍ ମାଗୁଛନ୍ତି। ସଭାସମିତି ମଧ୍ୟ କରୁଛନ୍ତି। ତେବେ ଭୋଟ୍‌ର ଆଉ ଗୋଟେ ଦିଗ ଅଛି। ବିଭିନ୍ନ ସମୟରେ ପ୍ରାର୍ଥୀ ଅବା ଦଳ ପକ୍ଷରୁ ଟଙ୍କା ଦେଇ ଭୋଟର୍‌ଙ୍କୁ ନିଜ ପକ୍ଷକୁ ଟାଣିବାକୁ ଉଦ୍ୟମ କରାଯାଏ ବୋଲି ଅଭିଯୋଗ ହୁଏ। ଏହାକୁ ଦୃଷ୍ଟିରେ ରଖି ବରଗଡ଼ ଜିଲ୍ଲା ପୋଲିସ୍ ବିଜେପୁର ଅଞ୍ଚଳରେ କଡ଼ା ନଜର ରଖିଛି। ଗାଡ଼ି ଗୁଡ଼ିକୁ ଯାଞ୍ଚ କରାଯାଉଛି। ଏହା ସହିତ ପୋଲିସ୍ ଭୋଟରମାନଙ୍କୁ ସଚେତନ ମଧ୍ୟ କରୁଛି। ଏଥିପାଇଁ ପୋଲିସ୍ ପକ୍ଷରୁ ଲିଫ୍‌ଲେଟ୍ ଓ ପୋଷ୍ଟର ତିଆରି କରାଯାଇଛି। ଗାଁ ଗାଁରେ ଲୋକଙ୍କୁ ଏହି ଲିଫ୍‌ଲେଟ୍ ବଣ୍ଟାଯାଉଛି। 1କାନ୍ଥବାଡ଼ରେ ପୋଷ୍ଟର ମରାଯାଇଛି। ଏହି ଲିଫ୍‌ଲେଟ୍ ଓ ପୋଷ୍ଟର ଗୁଡ଼ିକରେ ଲେଖାଯାଇଛି  ‘ଭୋଟ୍ କେ କହ ‘ହଁ’, ‘ନୋଟ୍‌’ କେ କହ ନାଇଁ’। ଏଥିରେ ଭୋଟ୍ ପାଇଁ ଲାଞ୍ଚ ମାଗିବା ଓ ଲାଞ୍ଚ ନେବା ଦଣ୍ଡନୀୟ ଅପରାଧ ବୋଲି କୁହାଯାଇଛି।

3ଟଙ୍କା ନେଇ ଭୋଟ୍ ଦେଲେ ଜୀବନ ଖତ ହୋଇଯିବ ବୋଲି କୁହାଯାଇଛି। ଏହା ସହିତ କେହି ଭୋଟ୍ ପାଇଁ ଲାଞ୍ଚ ଦେଉଥିବା ନେଇ ପ୍ରମାଣ ତଥ୍ୟ ଆକାରରେ ଦେଲେ ତାଙ୍କୁ ଜିଲ୍ଲା ପୋଲିସ୍ ପକ୍ଷରୁ ୨୦୦୦ ଟଙ୍କାର ପୁରସ୍କାର ଦିଆଯିବ ବୋଲି କୁହାଯାଇଛି। ଦେଖାଯାଉ ପୋଲିସ୍‌ର ଏହି ଉଦ୍ୟମର ପ୍ରଭାବ ଭୋଟରଙ୍କ ଉପରେ ପଡୁଛି ନା ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story