କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ପୁଲିସ

ଲମତାପୁଟ(ଜଗତ ଜୀବନ): ନଷ୍ଟ ହେଲା କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ତାପକଣ୍ଡା ଗାଁରେ ୨୦ ଏକର ଜମିରେ ଲଗାଯାଇଥିବା ଗେଞ୍ଜଇ ଚାଷକୁ ପୁଲିସ, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମିଳିତ ଭାବେ କାଟି ନଷ୍ଟ କରିଛନ୍ତି । ଆଜିଠୁ ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଆଗକୁ ୫୦ ଏକରରୁ ଅଧିକ ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମାଛକୁଣ୍ଡ […]

cannabis-tree-cut

Jitendra Garnayak
  • Published: Saturday, 21 November 2020
  • , Updated: 21 November 2020, 12:59 PM IST

ଲମତାପୁଟ(ଜଗତ ଜୀବନ): ନଷ୍ଟ ହେଲା କୋଟି କୋଟି ଟଙ୍କାର ଗଞ୍ଜେଇ ଚାଷ । କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ତାପକଣ୍ଡା ଗାଁରେ ୨୦ ଏକର ଜମିରେ ଲଗାଯାଇଥିବା ଗେଞ୍ଜଇ ଚାଷକୁ ପୁଲିସ, ଅବକାରୀ ବିଭାଗ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମିଳିତ ଭାବେ କାଟି ନଷ୍ଟ କରିଛନ୍ତି । ଆଜିଠୁ ପୁଲିସ ପକ୍ଷରୁ ଏହି ଅଭିଯାନ ଆରମ୍ଭ ହୋଇଛି । ଆଗକୁ ୫୦ ଏକରରୁ ଅଧିକ ଜମିରୁ ଗଞ୍ଜେଇ ଚାଷ ନଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମାଛକୁଣ୍ଡ ତହସିଲଦାର କହିଛନ୍ତି ।

Related story