ଜୟନାରାୟଣ ମିଶ୍ର ଅଟକ

ସମ୍ୱଲପୁର(ସଞ୍ଜୟ ଜେନା):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ୱଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ୍‌ ଅଟକ ରଖିଛି। ଜୟନାରାୟଣଙ୍କ ନନ୍ଦପଡ଼ା ସ୍ଥିତ ବାସଭବନରୁ ପୁଲିସ୍‌ ତାଙ୍କୁ ନେଇଯାଇଛି। ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ବିରୋଧ ଆଶଙ୍କାରେ ପୁଲିସ୍‌ ଏହି ପଦକ୍ଷେପ ନେଇଛି। ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ସମ୍ୱଲପୁରରେ ହେବାକୁ ଥିବା ବିଜୁ ଯୁବ ବାହିନୀର ଯୁବ ସମାବେଶରେ ଯୋଗଦେବେ। ଏହାସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। […]

sambalpur-36

sambalpur-36

Jyoshna Pradhan
  • Published: Friday, 01 February 2019
  • Updated: 01 February 2019, 11:20 AM IST

Sports

Latest News

ସମ୍ୱଲପୁର(ସଞ୍ଜୟ ଜେନା):ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦିନିକିଆ ସମ୍ୱଲପୁର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଏହା ପୂର୍ବରୁ ବିଜେପି ନେତା ଜୟନାରାୟଣ ମିଶ୍ରଙ୍କୁ ପୁଲିସ୍‌ ଅଟକ ରଖିଛି। ଜୟନାରାୟଣଙ୍କ ନନ୍ଦପଡ଼ା ସ୍ଥିତ ବାସଭବନରୁ ପୁଲିସ୍‌ ତାଙ୍କୁ ନେଇଯାଇଛି।

ମୁଖ୍ୟମନ୍ତ୍ରୀ ଗସ୍ତ ସମୟରେ ବିରୋଧ ଆଶଙ୍କାରେ ପୁଲିସ୍‌ ଏହି ପଦକ୍ଷେପ ନେଇଛି।

ସୂଚନାଯୋଗ୍ୟ, ଆଜି ମୁଖ୍ୟମନ୍ତ୍ରୀ ସମ୍ୱଲପୁରରେ ହେବାକୁ ଥିବା ବିଜୁ ଯୁବ ବାହିନୀର ଯୁବ ସମାବେଶରେ ଯୋଗଦେବେ। ଏହାସହ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story