ନିର୍ଦ୍ଦୟ ବାପା; ଝିଅ ଅଝଟ ହେବାରୁ…

Ordigital Desk
  • Published: Friday, 04 May 2018
  • , Updated: 04 May 2018, 11:46 AM IST
<p>ବ୍ରହ୍ମପୁର(ଜଗନ୍ନାଥ ସାହୁ): ବ୍ରହ୍ମପୁର ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ପାଳିତା କନ୍ୟାକୁ ଚେଙ୍କ ଦେଇଛି ବାପା। ବଡ଼ବଜାର ଥାନା ଅର୍ନ୍ତଗତ ଶ୍ରୀରାମନଗରରେ ଘଟିଛି ଏଭଳି ଘଟଣା। ଶିଶୁଟି ଅଝଟ ହେବାରୁ ବାପା ତତଲା ଖଡ଼ିକାରେ ଚେଙ୍କ ଦେଇଥିବା ଅଭିଯୋଗ ହୋଇଛି। ଶିଶୁର ମୁହଁ&nbsp; ଓ&nbsp; ହାତରେ ଗଭୀର ଆଘାତ ଲାଗିଛି। ତାକୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି।</p> <p>ଚେଙ୍କ ଦେଇଥିବା ରୁନା ଗୌଡ଼କୁ ଅଟକ ରଖିଛି ପୋଲିସ।</p>

Related story