IIFL ଲୁଟ୍‌ ଘଟଣା; ବେଦୀକୁ ଯାଉଥିବା ବରକୁ ଟେକିନେଲା ପୁଲିସ୍‌

କଟକ(ଓଡ଼ିଶା ରିପୋର୍ଟର): କଟକ ନୟାସଡ଼କସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣାରେ ଖୋଳତାଡ଼ ଜାରି ରଖିଥିବା ପୁଲିସ୍‌ ଗତ ରାତିରେ ବିବାହ ବେଦୀକୁ ଯାଉଥିବା ଜଣେ ବରକୁ ଟେକି ନେଇଛି।  ବରଜଣଙ୍କ ଗୋଟିଏ ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ ସଂସ୍ଥାର ମ୍ୟାନେଜର ହୋଇଥିବା ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ଲୁଟ୍ ସୁନା ଜବତ ହୋଇଛି। ଅଟକ ମ୍ୟାନେଜରଙ୍କୁ ମାରାଥନ ଜେରା ଚାଲିଥିବା DCP  ସୂଚନା ଦେଇଛନ୍ତି। ଅପରପକ୍ଷେ ବାହାଘର […]

mrg

mrg

Niharika Rout
  • Published: Thursday, 26 November 2020
  • Updated: 26 November 2020, 10:45 AM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ନୟାସଡ଼କସ୍ଥିତ IIFL ଫାଇନାନ୍ସ କମ୍ପାନୀରୁ ଲକ୍ଷାଧିକ ଟଙ୍କା ଓ ବିପୁଳ ପରିମାଣର ସୁନା ଲୁଟ୍ ଘଟଣାରେ ଖୋଳତାଡ଼ ଜାରି ରଖିଥିବା ପୁଲିସ୍‌ ଗତ ରାତିରେ ବିବାହ ବେଦୀକୁ ଯାଉଥିବା ଜଣେ ବରକୁ ଟେକି ନେଇଛି।  ବରଜଣଙ୍କ ଗୋଟିଏ ସ୍ୱର୍ଣ୍ଣ ଋଣ ପ୍ରଦାନକାରୀ ସଂସ୍ଥାର ମ୍ୟାନେଜର ହୋଇଥିବା ବେଳେ ତାଙ୍କ ନିକଟରୁ ବିପୁଳ ପରିମାଣର ଲୁଟ୍ ସୁନା ଜବତ ହୋଇଛି।

ଅଟକ ମ୍ୟାନେଜରଙ୍କୁ ମାରାଥନ ଜେରା ଚାଲିଥିବା DCP  ସୂଚନା ଦେଇଛନ୍ତି। ଅପରପକ୍ଷେ ବାହାଘର ପାଇଁ ହୋଟେଲରେ ଅପେକ୍ଷା କରିଥିବା କନ୍ୟା ନିରାଶ ହୋଇ ଫେରି ଯାଇଥିବା ଜଣାଯାଇଛି।

ସୂଚନାଯୋଗ୍ୟ, କଟକ ନୟାସଡ଼କସ୍ଥିତ IIFL ବ୍ରାଞ୍ଚରେ ଗତ ୧୯ ତାରିଖରେ ଏକ ବଡ଼ ଧରଣର ଲୁଟ୍‌ ହୋଇଥିଲା।  IIFLର ଲାଲା ଅମ୍ରିତ ରାୟ ନାମକ କର୍ମଚାରୀ ହିଁ ଏହି  ଲୁଟ୍ ଘଟଣାରେ  ମାଷ୍ଟରମାଇଣ୍ଡ  ହୋଇଥିବା ବେଳେ ସେ ନିଜ ଭାଇ ଓ ସାଙ୍ଗଙ୍କ ସହ ମିଶି ଏହି ଡକାୟତି ଯୋଜନା କରିଥିଲେ।  ଏହି ଘଟଣାରେ ପୁଲିସ୍‌ ୪ ଜଣଙ୍କୁ ଅଟକ ରଖିଥିବା ବେଳେ ୨ କେଜି ସୁନା ଓ ୨ଟି ବାଇକ୍‌ ଜବତ କରିଥିବା ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଥିଲେ। ଏହାପରେ ବି ଏହି ଘଟଣାର ତଦନ୍ତ ଜାରି ରଖିଛି ପୁଲିସ୍‌।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story