ପୁଣି ଓଟିଭି କର୍ମଚାରୀଙ୍କୁ ରାତି ଅଧିଆ ଉଠାଇ ନେଲା ପୁଲିସ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ପୋଲିସ ନିର୍ଯାତନାର ଆଉ ଏକ ଘଟଣା  ଗତରାତିରେ ଦେଖିବାକୁ ମିଳିଛି।  ଗତ କାଲି ରାତି ଅଧିଆ ପୁଲିସ୍‌ ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି । ପେଶାଗତ ଅପରାଧୀଙ୍କ ଭଳି ପୁଲିସ୍‌ ତାଙ୍କୁ ହଠାତ ସେଠାରୁ ଉଠାଇ ନେବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି। ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ଉପସ୍ଥିତ ଅନ୍ୟ କର୍ମଚାରୀଙ୍କ ସୂତ୍ରରୁ […]

otv

otv

Niharika Rout
  • Published: Tuesday, 10 November 2020
  • Updated: 10 November 2020, 08:02 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଟିଭି ବିରୋଧରେ ପୋଲିସ ନିର୍ଯାତନାର ଆଉ ଏକ ଘଟଣା  ଗତରାତିରେ ଦେଖିବାକୁ ମିଳିଛି।  ଗତ କାଲି ରାତି ଅଧିଆ ପୁଲିସ୍‌ ଖୋର୍ଦ୍ଧା ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ପଶି ସେଠାକାର ସାଇଟ୍ ଇନଚାର୍ଜ ଅନିରୁଦ୍ଧ ପଣ୍ଡାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇଛି । ପେଶାଗତ ଅପରାଧୀଙ୍କ ଭଳି ପୁଲିସ୍‌ ତାଙ୍କୁ ହଠାତ ସେଠାରୁ ଉଠାଇ ନେବା ଘଟଣାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଛି।

ସାରୁଅସ୍ଥିତ ଓଟିଭି ଷ୍ଟୁଡିଓ କ୍ୟାମ୍ପସରେ ଉପସ୍ଥିତ ଅନ୍ୟ କର୍ମଚାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାତିରେ ଅନିରୁଦ୍ଧ ଶୋଇଥିବା ସମୟରେ ୧୫ରୁ ୨୦ ଜଣ ପୁଲିସ୍‌ ସଦଳବଳ କ୍ୟାମ୍ପସର କାନ୍ଥ ଡେଇଁ ଆସିବା ସହ କବାଟ ଭାଙ୍ଗି ତାଙ୍କ ରୁମ୍‌ ଭିତରକୁ ଧସେଇ ପଶିଥିଲେ । ଏହାପରେ   ପୁଲିସ୍‌ ତାଙ୍କୁ ହଠାତ ସେଠାରୁ ଜୋର ଜବରଦସ୍ତ ଭାବେ ଉଠାଇ ନେଇଥିଲା । ସାରୁଅ ଜମି ମାମଲା ସମ୍ପର୍କିତ ଏକ ପୁରୁଣା ମାମଲାରେ ପୋଲିସ ତାଙ୍କୁ ଉଠାଇ ନେଇଥିବା ସୂଚନା ମିଳୁଛି ।

ତେବେ ପୂର୍ବରୁ ଏହି ମାମଲାରେ ପୁଲିସ୍‌ର ନୋଟିସ ମୁତାବକ ଅନିରୁଦ୍ଧ ଏକାଧିକ ବାର ହାଜର  ହେବା ସହ ତଦନ୍ତ ପ୍ରକ୍ରିୟାରେ ପୁଲିସ୍‌କୁ  ସମସ୍ତ ପ୍ରକାର ସହଯୋଗ କରି ଆସିଛନ୍ତି । ଏହା ସତ୍ତ୍ୱେ  ଯେଉଁଭଳି ଢଙ୍ଗରେ ରାତି ଅଧିଆ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଗଲା ତାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁଭଳି ଢଙ୍ଗରେ ପୁଲିସ୍‌ ତାଙ୍କୁ ଉଠାଇ ନେଲା ଏଥିରୁ ପୁଲିସ୍‌ ଆକ୍ରୋଶମୂଳକ ଭାବେ କାମ କରୁଥିବା ଏକ ପ୍ରକାର ସ୍ପଷ୍ଟ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story