ପୁଲିସ୍ କର୍ମଚାରୀଙ୍କ ପତ୍ନୀ ସାଇବର ଲୁଟ୍‌ର ଶିକାର, ଆକାଉଣ୍ଟରୁ ପଳାଇଲା ଟଙ୍କା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇବର ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ପୁଲିସ୍ କର୍ମଚାରୀଙ୍କ ପତ୍ନୀ। ତାଙ୍କୁ ୪୯ ହଜାର ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଲୁଟେରା। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ। ଏହି ପୁଲିସ୍ କର୍ମଚାରୀ ଜଣଙ୍କ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ କାର୍ଯ୍ୟ କରନ୍ତି। ତାଙ୍କ ପତ୍ନୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ତାଙ୍କୁ କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବାକୁ କୁହାଯାଇଥିଲା। ନ ହେଲେ କ୍ରେଡିଟ୍ କାର୍ଡଟି ଅଚଳ ହୋଇଯିବ ବୋଲି ଫୋନ୍ […]

Cyber-loot

Cyber-loot

Jitendra Garnayak
  • Published: Friday, 21 January 2022
  • Updated: 21 January 2022, 03:08 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସାଇବର ଲୁଟ୍‌ର ଶିକାର ହୋଇଛନ୍ତି ଜଣେ ପୁଲିସ୍ କର୍ମଚାରୀଙ୍କ ପତ୍ନୀ। ତାଙ୍କୁ ୪୯ ହଜାର ଟଙ୍କାର ଚୂନ ଲଗାଇଛନ୍ତି ସାଇବର ଲୁଟେରା। ଘଟଣାଟି ଘଟିଛି ରାଜଧାନୀ ଭୁବନେଶ୍ୱରରେ।

ଏହି ପୁଲିସ୍ କର୍ମଚାରୀ ଜଣଙ୍କ ରାଜ୍ୟ କ୍ରାଇମ୍ ରେକର୍ଡ ବ୍ୟୁରୋରେ କାର୍ଯ୍ୟ କରନ୍ତି। ତାଙ୍କ ପତ୍ନୀଙ୍କ ପାଖକୁ ଏକ ଫୋନ୍ କଲ୍ ଆସିଥିଲା। ଏଥିରେ ତାଙ୍କୁ କ୍ରେଡିଟ୍ କାର୍ଡ ଆକ୍ଟିଭ୍ କରିବାକୁ କୁହାଯାଇଥିଲା। ନ ହେଲେ କ୍ରେଡିଟ୍ କାର୍ଡଟି ଅଚଳ ହୋଇଯିବ ବୋଲି ଫୋନ୍ କରିଥିବା ବ୍ୟକ୍ତି କହିଥିଲେ। ଏହା ସହିତ କ୍ରେଡିଟ୍‌ କାର୍ଡକୁ ଆକ୍ଟିଭ୍ କରିବା ପାଇଁ ସେ ଏହି ପୁଲିସ୍ କର୍ମଚାରୀଙ୍କ ପତ୍ନୀଙ୍କୁ ତାଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ କିଛି ଗୋପନୀୟ ତଥ୍ୟ ମାଗିଥିଲେ। ଆଉ ଏହା ପରେ ଆକାଉଣ୍ଟରୁ ୪୯ ହଜାର ଟଙ୍କା ଚାଲି ଯାଇଥିବା ଅଭିଯୋଗ ହୋଇଛି।

ସୂଚନାଯୋଗ୍ୟ, ମାତ୍ର କିଛି ମାସ ତଳେ ଏହି ପୁଲିସ୍ କର୍ମଚାରୀଙ୍କ ପତ୍ନୀ ସେହି କ୍ରେଡିଟ୍ କାର୍ଡଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story