ବ୍ରାଣ୍ଡ ଅସଲି, ମାଲ୍ ନକଲି

Ordigital Desk
  • Published: Monday, 30 April 2018
  • , Updated: 30 April 2018, 12:19 PM IST
<p>କଟକ( ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଖାନନଗର ନୂଆସାହିରେ ଏକ ତେଲ ଗୋଦାମରେ ଚଢ଼ାଉ କରାଯାଇଛି। ତେଲ ଅପମିଶ୍ରଣ ହେଉଥିବା ଖବର ପାଇ ପୋଲିସ୍&zwnj; ଏହି ଚଢ଼ାଉ କରିଛି। ଚଢାଉ ବେଳେ ୩୦୦ରୁ ଅଧିକ ଅପମିଶ୍ରିତ ତେଲ ଟିଣ ଜବତ ହୋଇଛି। ଏଥିସହ ବିଭିନ୍ନ ବ୍ରାଣ୍ଡ ଜରି ଓ ଅନ୍ୟାନ୍ୟ ଯନ୍ତ୍ରାଂଶ ଜବତ କରାଯାଇଛି। ଏହି ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖିଛି ପୋଲିସ୍।</p>

Related story