ବେଆଇନ ବାଣ ଗୋଦାମ ଠାବ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁରର ମହାଜନପୁରରେ ଏକ ବେଆଇନ ବାଣ ଗୋଦାମ ଠାବ ହୋଇଛି। ମହାଜନପୁରରେ ୪ଟି ଗୋଦାମରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଏହାସହ ବହୁ ପରିମାଣରେ ବିସ୍ଫୋରକ ମଧ୍ୟ ଜବତ ହୋଇଛି। ଏହି ଘଟଣାରେ ପୁଲିସ୍ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି। ଠାବ ହୋଇଥିବା ଗୋଦାମ କେବେଠୁ ଚାଲୁଥିଲା ସେ ନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ।

ctc

Jyoshna Pradhan
  • Published: Sunday, 14 October 2018
  • , Updated: 14 October 2018, 09:47 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁରର ମହାଜନପୁରରେ ଏକ ବେଆଇନ ବାଣ ଗୋଦାମ ଠାବ ହୋଇଛି। ମହାଜନପୁରରେ ୪ଟି ଗୋଦାମରୁ ବିପୁଳ ପରିମାଣର ବାଣ ଜବତ ହୋଇଛି। ଏହାସହ ବହୁ ପରିମାଣରେ ବିସ୍ଫୋରକ ମଧ୍ୟ ଜବତ ହୋଇଛି।
ଏହି ଘଟଣାରେ ପୁଲିସ୍ ୨ ଜଣକୁ ଅଟକ ରଖି ପଚରାଉଚରା କରୁଛି।

ଠାବ ହୋଇଥିବା ଗୋଦାମ କେବେଠୁ ଚାଲୁଥିଲା ସେ ନେଇ ଅଧିକ ଖୋଳତାଡ଼ କରୁଛି ପୁଲିସ।

Related story