କରୋନା ଔଷଧ ବିକ୍ରି କରୁଥିଲେ, ଉଠାଇ ନେଲା ପୁଲିସ

ବରଗଡ଼(ଦୀପକ ଶର୍ମା): ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆଜି ପର୍ଯ୍ୟନ୍ତ ଏହାର ଔଷଧ ବାହାରି ପାରିନାହିଁ। ଆଉ ଔଷଧ ବାହାର କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି। କରୋନା ପ୍ରତିଦିନ ଶହଶହ ଲୋକଙ୍କ ମୁଣ୍ଡ ନେଉଥିବାରୁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଚିନ୍ତାରେ। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ବରଗଡ଼ ଜିଲ୍ଲାରେ କରୋନା ଔଷଧ ତିଆରି କରିଥିବା ଦାବି କରିଛନ୍ତି। ଏପରିକି ସେହି ଔଷଧକୁ ବିକ୍ରି କରିବାକୁ ଅନୁମତି ଦେବା ପାଇଁ […]

coronil-medicne

coronil-medicne

Manoranjan Sial
  • Published: Saturday, 26 September 2020
  • Updated: 26 September 2020, 04:26 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ମହାମାରୀ କରୋନା ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଆଜି ପର୍ଯ୍ୟନ୍ତ ଏହାର ଔଷଧ ବାହାରି ପାରିନାହିଁ। ଆଉ ଔଷଧ ବାହାର କରିବା ପାଇଁ ବୈଜ୍ଞାନିକମାନେ ଦିନରାତି ଏକ କରିଦେଇଛନ୍ତି। କରୋନା ପ୍ରତିଦିନ ଶହଶହ ଲୋକଙ୍କ ମୁଣ୍ଡ ନେଉଥିବାରୁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟ ସରକାର ଚିନ୍ତାରେ। ଏପରି ଘଡିସନ୍ଧୀ ମୁହୂର୍ତ୍ତରେ ବରଗଡ଼ ଜିଲ୍ଲାରେ କରୋନା ଔଷଧ ତିଆରି କରିଥିବା ଦାବି କରିଛନ୍ତି। ଏପରିକି ସେହି ଔଷଧକୁ ବିକ୍ରି କରିବାକୁ ଅନୁମତି ଦେବା ପାଇଁ ସେ ବରଗଡ଼ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଆସିଥିଲେ। ମାତ୍ର ଜିଲ୍ଲାପାଳଙ୍କୁ ଦେଖା କରିନପାରି ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଇ-ମେଲ୍‌ ପଠାଇ କରୋନା ଔଷଧ ବିକ୍ରି କରିବାକୁ ଅନୁମତି ମାଗିଥିଲେ। ଆଜି ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ, ସମ୍ୱଲପୁର ଡ୍ରଗ୍ସ ଇନ୍ସପେକ୍ଟ ସମୀର ମଲ୍ଲିକ ଓ ପୁଲିସ ଉକ୍ତ ଗାଁକୁ ଯାଇ ନକଲି କରୋନା ଔଷଧ ଜବତ କରିଥିବା ବେଳେ ଡାକ୍ତରଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଭେଡେନ୍‌ ଥାନା ରେମଣ୍ଡା ଗାଁର ପ୍ରହଲ୍ଲାଦ ବିଶି। ପେଶାରେ ସେ ଜଣେ କ୍ୱାକ୍‌। ଥଣ୍ଡା ଓ ଜ୍ୱର ହେଉଥିବା ରୋଗୀଙ୍କୁ ଗାଁକୁ ଗାଁ ବୁଲି ମେଡିସିନ୍‌ ଦିଅନ୍ତି। ତେବେ ଗତ ୨ରୁ ୩ ମାସ ହେବା ସେ ରୁଷୁଡା ଗାଁରେ ଆଡ୍ଡା ଜମାଇ ବସିଥିଲେ। ଥଣ୍ଡା ଓ ଜ୍ୱର ସହ କରୋନା ଔଷଧ ତିଆରି କରିଥିବା ସେ ଦାବି କରିଛନ୍ତି। ପ୍ରହଲ୍ଲାଦ ତିଆରି କରିଥିବା କରୋନା ଔଷଧକୁ ବିକ୍ରି କରିବା ପାଇଁ ଜଣେ ବନ୍ଧୁଙ୍କ ସହ ମିଶି ବରଗଡ଼ ଜିଲ୍ଲାପାଳଙ୍କୁ ଦେଖା କରିବାକୁ ଯାଇଥିଲେ। ମାତ୍ର ଜିଲ୍ଲାପାଳଙ୍କ ଦେଖା ମିଳିନଥିଲା। ପରେ ଔଷଧ ବିକ୍ରି ପାଇଁ ଅନୁମତି ଦେବାକୁ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟରଙ୍କୁ ଏକ ଇ-ମେଲ୍‌ ପଠାଇଥିଲେ।

ମେଲ ପାଇବା ପରେ ବରଗଡ଼ ଡ୍ରଗ୍ସ ଇନ୍ସପେକ୍ଟର ସସ୍ମିତା ଦେହୁରୀ, ସମ୍ୱଲପୁର ଡ୍ରଗ୍ସ ଇନ୍ସପେକ୍ଟ ସମୀର ମଲ୍ଲିକ ଓ ପୁଲିସ ମିଳିତ ଭାବେ ଉକ୍ତ ଗାଁରେ ଚଢ଼ଉ କରି ବିପୁଳ ପରିମାଣର ଔଷଧ ଖୋଳ, ପାଉଡର, ରାସାୟନିକ ପଦାର୍ଥ ଓ କୋଭିଡ-୧୯ ଭ୍ୟାକସିନ ଲେଖାଥିବା ବହୁ ଷ୍ଟିକର ଜବତ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story