ଫୁଲ୍‌ ଡ୍ରେସ୍‌ରେ ରାସ୍ତାରେ ଥାନାବାବୁ ବେହୋସ, ଦେଖନ୍ତୁ ଭିଡ଼ିଓ

Ordigital Desk
  • Published: Friday, 02 February 2018
  • , Updated: 02 February 2018, 07:43 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋସିଆଲ୍&zwnj; ମିଡିଆରେ ଭାଇରାଲ୍ ହେଲା କେମିଶନରେଟ ପୋଲିସ ଅଧିକାରୀଙ୍କ&nbsp; ଭିଡିଓ।&nbsp; ଯେଉଁଥିରେ ରାଜଧାନୀର ଏକ ପୋଲିସ ଥାନାର ଏଏସ୍&zwnj;ଆଇ ନିଶାଶକ୍ତ ଅବସ୍ଥାରେ ରାସ୍ତାରେ ପଡିଥିବା ଦେଖିବାକୁ ମିଳିଛି।&nbsp; ସେତେବେଳେ ଏଏସ୍&zwnj;ଆଇ ଜଣକ ପୁରା ଡ୍ରେସରେ ଥିବା ଭାଇରାଲ ଭିଡିଓରେ ସ୍ପଷ୍ଟ ଦର୍ଶାଉଛି। ଡ୍ୟୁଟିରେ ଥିବା ଅବସ୍ଥାରେ ନିଶାଶକ୍ତ ହୋଇ ପଡିଥିବାରୁ ଶକ୍ତ କାର୍ଯାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି। ସେପଟେ ବଡି କ୍ୟାମେରା ଲଗାଇ ଡ୍ୟୁଟି କରୁଥିବା ଟ୍ରାଫିକ କର୍ମଚାରୀଙ୍କୁ ତାଗିଦ କରିଛନ୍ତି ପୋଲିସ କମିଶନର ଯୋଗେଶ ବାହାଦୁର ଖୁରାନିଆ। ବଡିକ୍ୟାମେରାର ଯେପରୀ ଦୁରୁପୋଯୋଗ ନହୁଏ ଓ ଏହାର ବ୍ୟବାହର ପାଇଁ ଯାହା ଏସ୍&zwnj;ଓପି ରହିଛି, ତାକୁ ମାନିବାକୁ ପୋଲିସ କମିଶନର କହିଛନ୍ତି।</p> <p>ନିକଟରେ ଜଣେ ଟ୍ରାଫିକ ପୋଲିସ ଲାଞ୍ଚ ନେବା ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ଉକ୍ତ କର୍ମଚାରୀଙ୍କୁ ସପପେଣ୍ଡ କରାଯାଇଥିଲା। ଏହି ଘଟଣା ନଥମୁଣୁ ପୁଣି ଭାଇରାଲ ହୋଇଛି ଜଣେ ପୋଲିସ କର୍ମଚାରୀଙ୍କ ଭିଡ଼ିଓ। ଯାହା କମିଶନରେଟ୍&zwnj; ପୋଲିସର ଚିନ୍ତା ବଢ଼ାଇ ଦେଇଛି।</p>

Related story