ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରଚାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କରିଛନ୍ତି ମାରାଥନ ପ୍ରଚାର। ଏପଟେ ମୁଖ୍ୟମନ୍ତ୍ରୀ ଆଜି ମୟୂରଭଂଜରୁ ପ୍ରଚାର ଆରମ୍ଭ କରି ଜଗତସିଂହପୁରରେ ସାରିଛନ୍ତି। ଉତ୍ତର ପ୍ରଦେଶ ପିସିସି ସଭାପତି ରାଜ୍ ବବର ଭଦ୍ରକରେ ପ୍ରଚାରର ମଙ୍ଗ ଧରିଥିବା ବେଳେ ମୟୁରଭଂଜ […]

raj

raj

Tapas Behera
  • Published: Thursday, 25 April 2019
  • Updated: 25 April 2019, 09:49 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ଚାଲିଛି ଜୋରଦାର ପ୍ରଚାର। ଆଜି କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂ ୩ଟି ସ୍ଥାନରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ନବୀନ ପଟ୍ଟନାୟକଙ୍କୁ ନିଶାନା କରିଛନ୍ତି। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି କରିଛନ୍ତି ମାରାଥନ ପ୍ରଚାର। ଏପଟେ ମୁଖ୍ୟମନ୍ତ୍ରୀ ଆଜି ମୟୂରଭଂଜରୁ ପ୍ରଚାର ଆରମ୍ଭ କରି ଜଗତସିଂହପୁରରେ ସାରିଛନ୍ତି। ଉତ୍ତର ପ୍ରଦେଶ ପିସିସି ସଭାପତି ରାଜ୍ ବବର ଭଦ୍ରକରେ ପ୍ରଚାରର ମଙ୍ଗ ଧରିଥିବା ବେଳେ ମୟୁରଭଂଜ ଲୋକସଭା ଆସନରେ ଜେଏମ୍ଏମ୍ ଟିକେଟରେ ଲଢୁଥିବା ନିଜ ଝିଅ ପାଇଁ ପ୍ରଚାର କରିଛନ୍ତି ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ।

ଯାଜପୁର ବରୀରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ରାଜନାଥ ନବୀନ ସରକାରଙ୍କ ଉପରେ ବର୍ଷିଛନ୍ତି । ଆୟୁଷ୍ମାନ ଯୋଜନା କାର୍ଯ୍ୟକାରୀ ନ କରିବାରୁ ଆରମ୍ଭ କରି ଓଡ଼ିଶା ସରକାର କିପରି ବିକାଶ ବାଟରେ ବାଧକ ସାଜିଛନ୍ତି ତା’ର ହିସାବ ଦେଇ ମୁଖ୍ୟମନ୍ତ୍ରୀଙ୍କୁ ନିଶାନା କରିଥିଲେ ରାଜନାଥ।  ପରେ ସେ ଭଦ୍ରକର ଚାନ୍ଦବାଲି ଓ ନିମାପଡ଼ାରେ ବି ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ।

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ୭ ଟି ସ୍ଥାନରେ ନିର୍ବାଚନ ସଭା ଓ ରୋଡ୍ ଶୋ’ କରି ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି । ବାଲେଶ୍ୱରରେ ଏକ ମୋଟର ସାଇକେଲ ଶୋଭାଯାତ୍ରାରେ ଯୋଗଦେବା ସହ ରେମୁଣାରେ ବିଜୟ ସଂକଳ୍ପ ସମାବେଶରେ ବାଲେଶ୍ୱର ସାଂସଦଙ୍କ ଚିଟ୍‌ଫଣ୍ଡ ଲିଙ୍କ୍ କଥା ଉଠାଇ ବର୍ଷିଥିଲେ। ପରେ ଜଳେଶ୍ୱେର, ସୋର, ସିମୁଳିଆରେ ବି ଜୋରଦାର ପ୍ରଚାର କରିଥିଲେ ଧର୍ମେନ୍ଦ୍ର ।

ଏପଟେ ବିଜେଡି ସୁପ୍ରିମୋ ଆଜି ମୟୂରଭଞ୍ଚର ବାରିପଦାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ଯିବା ପରେ କପ୍ତିପଦାରୁ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ। କପ୍ତିପଦା ପରେ ଚିତ୍ରୋଡା, କଳାବାଡିଆ, ସାରସକଣାରେ ସଭା କରିବା ପରେ ରାଇରଙ୍ଗପୁରରେ ରୋଡ ଶୋ’ କରିଥିଲେ ମୁଖ୍ୟମନ୍ତ୍ରୀ ।  ଭିନ୍ନ ସଭାରେ ମୁଖ୍ୟମନ୍ତ୍ରୀ ଆଜି ପୁରୁଣା ଅଭିଯୋଗକୁ ପୁଣି ଦୋହରାଇ କହିଥିଲେ ଓଡ଼ିଶାର ଦୁଃଖ ସମୟରେ ପ୍ରଧାନମନ୍ତ୍ରୀ କିମ୍ବା ଅନ୍ୟ କେହି ବଡନେତା ଆସିଲେ ନାହିଁ । ଏବେ ନିର୍ବାଚନ ଯୋଗୁ ବାରମ୍ବାର ଆସୁଛନ୍ତି। ଅପରାହ୍ନରେ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲରେ ବି ରୋଡ୍ ଶୋ’ କରିଛନ୍ତି ନବୀନ।

କଂଗ୍ରେସ ପାଇଁ ଆଜି ପ୍ରଚାର ମଙ୍ଗ ସମ୍ଭାଳିଥିଲେ ଉତ୍ତର ପ୍ରଦେଶ ପିସିସି ସଭାପତି ରାଜ୍ ବାବର । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗି ଆଜି ଭଦ୍ରକରେ ରୋଡ୍ ଶୋ କରିଥିଲେ। ମୟୁରଭଞ୍ଜରେ କଂଗ୍ରେସ ଜେଏମଏମ ସହ ମେଣ୍ଟ କରିଥିବା ବେଳେ ଏଠି ଲୋକସଭା ପାଇଁ ଲଢୁଥିବା ନିଜ ଝିଅ ଅଞ୍ଜନୀ ପାଇଁ ଭୋଟ ଭିକ୍ଷା କରିଥିଲେ ବାପା ଶିବୁ ସୋରେନ।

ଶେଷ ପର୍ଯ୍ୟାୟରେ ୬ ଲୋକସଭା ଓ ୪୧ଟି ବିଧାନସଭା ପାଇଁ  ୨୯ରେ ଭୋଟ ହେବ । ତେଣୁ ହାତରେ ଥିବା କମ୍ ସମୟରେ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ପ୍ରଚାର ମଇଦାନରେ ଝାଳ ବୁହାଉଛନ୍ତି ସବୁ ଦଳର ହେଭିୱେଟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story