କାହା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ?

କାମାକ୍ଷାନଗର(ବିଦ୍ୟାଧର ବରାଳ): ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଛନ୍ତି । ଗରିବ ଓ ନିଃସହାୟ ଲୋକମାନେ  ପଞ୍ଚାୟତ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ହେଲେ ଫଳ ଶୂନ। ଶେଷରେ ଭଙ୍ଗା କୁଡିଆକୁ ଆପଣେଇ ନେଇଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଇଗିଣିଆ ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଏମିତି ଜୀବନ  ବିତାଉଛନ୍ତି। ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଆବସ […]

8nb-1

8nb-1

Tapas Behera
  • Published: Monday, 26 October 2020
  • Updated: 26 October 2020, 09:05 PM IST

Sports

Latest News

କାମାକ୍ଷାନଗର(ବିଦ୍ୟାଧର ବରାଳ): ପ୍ରହସନ ପାଲଟିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା । ଯୋଗ୍ୟ ହିତାଧିକାରୀ ଆବାସ ଯୋଜନାରୁ ବାଦ୍ ପଡ଼ୁଛନ୍ତି । ଗରିବ ଓ ନିଃସହାୟ ଲୋକମାନେ  ପଞ୍ଚାୟତ ଅଫିସକୁ ଦୌଡ଼ି ଦୌଡ଼ି ନୟାନ୍ତ ହେଉଛନ୍ତି । ହେଲେ ଫଳ ଶୂନ। ଶେଷରେ ଭଙ୍ଗା କୁଡିଆକୁ ଆପଣେଇ ନେଇଛନ୍ତି ଲୋକେ। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅନ୍ତର୍ଗତ ବାଇଗିଣିଆ ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଏମିତି ଜୀବନ  ବିତାଉଛନ୍ତି।

ଗାଁର ଅନେକ ଯୋଗ୍ୟ ହିତାଧିକାରୀ ଆବସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଅଯୋଗ୍ୟ ପାଲଟି ଯାଇଛନ୍ତି । ଶେଷରେ ଘର ପାଇବାର ଆଶା ଛାଡି ଭଙ୍ଗା କୁଡିଆକୁ ଆପଣେଇ ନେଇଛନ୍ତି । ବାରମ୍ବାର ପଞ୍ଚାୟତ ଅଫିସକୁ ଯାଇ ନିରାଶ ହୋଇ ଫେରିବା ପରେ ଅସହାୟ ହୋଇ ପଡ଼ିଛନ୍ତି ହିତାଧିକାରୀ । ଏପରିକି ଲୋକଙ୍କୁ ଘର କରିବା ପାଇଁ ମିଥ୍ୟା ପ୍ରତିଶ୍ରୁତି ମଧ୍ୟ ଦିଆଯାଉଛି । ଘରର ନିଅଁ ଖୋଲିଦିଅ ତୁମ ଏକାଉଣ୍ଟକୁ ପଇସା ଚାଲି ଆସିବ । ଗରିବ, ନିଃସହାୟ ଲୋକଟି ଧାର କରଜ କରି ,ଲୋକ ଲଗାଇ ନିଅଁ ଖୋଳା କାର୍ଯ୍ୟ କରିବା ସହ ଘର ତିଆରି ସାମଗ୍ରୀ ଯୋଗାଡ଼ କରୁଛି । ହେଲେ ମାସ ପରେ ମାସ ବିତି ଯାଉଛି ମାତ୍ର ଆକାଉଣ୍ଟକୁ ଟଙ୍କା ଆସୁନାହିଁ । ବାଇଗିଣିଆ ଗାଁର ହାଡିବନ୍ଧୁ ରାଉତ । ଘର ଆସିଛି ବୋଲି ସେ କୁଣ୍ଢେମୋଟ ଖୁସି  ହୋଇଯାଇଥିଲେ । ସ୍ଥାନୀୟ ସରପଞ୍ଚଙ୍କ କଥା ଅନୁସାରେ ପୁରୁଣା କୁଡିଆ ଘରକୁ ଭାଙ୍ଗି ସେଠାରେ ଘରର ନିଅଁ ଖୋଳି ଦେଲେ । ହେଲେ ଆକାଉଣ୍ଟକୁ ଆଉ ଟଙ୍କା ଆସୁନାହିଁ ।  ଯାହାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନାହିଁ । ଶେଷରେ ଛେଳି ରଖୁଥିବା ଘରେ ବାସ କରୁଛନ୍ତି ହାଡ଼ିବନ୍ଧୁ ।

ବାଇଗିଣିଆ ଗାଁର ମନ୍ତ୍ରୀବର ଭୋଇ । ଅକର୍ମଣ୍ୟ ହୋଇ ଘରେ ରୋଗ ଶଯ୍ୟାରେ ପଡି ରହିଛନ୍ତି । ଆଖିକୁ ମଧ୍ୟ ଭଲ ଦିଶୁନାହିଁ । ଭଙ୍ଗା କୁଡିଆରେ କାଳ କାଟୁଛନ୍ତି । ଏପରିକି ଘରର କାନ୍ଥ ମଧ୍ୟ ଭାଙ୍ଗି ଗଲାଣି । କିନ୍ତୁ ଆବସ ଯୋଜନାରେ ଘର ଖଣ୍ଡିଏ ମିଳୁନାହିଁ । ସେମାନଙ୍କ କହିବା ଅନୁଯାୟୀ ସେମାନଙ୍କର ପଂଚାୟତ ଲିଷ୍ଟରେ ଘର ପାଇଁ ନାଁ ଥିଲେ ମଧ୍ୟ ଘର ମିଳୁନାହିଁ।

ଯାହାକୁ ନେଇ ଭଙ୍ଗା କୁଡିଆରେ କାଳାତିପାତ କରିବାକୁ ପଡୁଛି । କେତେବେଳେ ଘର ଖଣ୍ଡିକ ପଡ଼ିଯିବ ତାହା କେହି କହି ପାରିବେ ନାହିଁ । ଏଥିପ୍ରତି ସ୍ଥାନୀୟ ବ୍ଲକ ପ୍ରଶାସନ ଜାଣି ଶୁଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି । ତେବେ ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ କିମ୍ବା ବ୍ଲକ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story