ରାଜ୍ୟରେ ଚିହ୍ନଟ ହେଲେ ୧୬୪୩ ପଜିଟିଭ: ଖୋର୍ଦ୍ଧା ଓ ଗଞ୍ଜାମରେ ସଂଖ୍ୟା ସମାନ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮ ଜିଲ୍ଲାରୁ ନୂଆ ୧୬୪୩  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୨୫ ଟି ହେଉଛି ଲୋକାଲ୍ କେସ୍‌। ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା କରୋନାର ହଟସ୍ପଟ ପାଲଟିଥିବା ବେଳେ ପଛକୁ ରହିଥିଲା ଖୋର୍ଦ୍ଧା ଜିଲ୍ଲା। ହେଲେ ଗତକାଲି ଗଞ୍ଜାମକୁ ପଛରେ ପକାଇ ଅଧିକ […]

corrona-1

Niharika Rout
  • Published: Saturday, 08 August 2020
  • , Updated: 08 August 2020, 12:03 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ୨୮ ଜିଲ୍ଲାରୁ ନୂଆ ୧୬୪୩  କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହି ନୂଆ  କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୦୧୮ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ୬୨୫ ଟି ହେଉଛି ଲୋକାଲ୍ କେସ୍‌।

ଗତ କିଛି ଦିନ ଧରି ଗଞ୍ଜାମ ଜିଲ୍ଲା କରୋନାର ହଟସ୍ପଟ ପାଲଟିଥିବା ବେଳେ ପଛକୁ ରହିଥିଲା ଖୋର୍ଦ୍ଧା ଜିଲ୍ଲା। ହେଲେ ଗତକାଲି ଗଞ୍ଜାମକୁ ପଛରେ ପକାଇ ଅଧିକ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେବାରେ ଆଗୁଆ ଥିଲା ଖୋର୍ଦ୍ଧା ଜିଲ୍ଲା । କିନ୍ତୁ ଆଜି ୨ ଏହି ୨ ଜିଲ୍ଲାରେ ସମାନ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଗରେ ରହିଛନ୍ତି। ଏହି ୨ ଜିଲ୍ଲାରେ ୨୭୪ ଜଣ ଲେଖା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related story