ପରୀକ୍ଷା ହେଲେ ମତଦାନରୁ ବଞ୍ଚିତ ହେବେ ୫ରୁ ୭ ଲକ୍ଷ ଯୁବ ଭୋଟର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବାକୁ ସରକାରୀ କର୍ମଚାରୀ ପାଇଁ ଛୁଟି ଘୋଷଣା କରାଯାଇଛି। ହେଲେ ଯୁବ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅବିଚାର କାହିଁକି କରାଯାଉଛି? ୧୬ରୁ ୨୪ ତାରିଖ ମଧ୍ୟରେ କାହିଁକି ଅଫ୍‌ଲାଇନ୍‌ ପରୀକ୍ଷା କରାଯାଉଛି? ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନ(ଏସ୍‌ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘ। ଏସ୍‌ଇସିଙ୍କୁ ଭେଟିବା ପରେ ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି କହିଛନ୍ତି, ଦେଶରେ ୬୧ତମ ସମ୍ବିଧାନ ସଂଶୋଧନର […]

Biplab Mohanty

Biplab Mohanty

Manoranjan Sial
  • Published: Saturday, 12 February 2022
  • Updated: 12 February 2022, 04:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚାୟତ ନିର୍ବାଚନରେ ଭୋଟ୍‌ ଦେବାକୁ ସରକାରୀ କର୍ମଚାରୀ ପାଇଁ ଛୁଟି ଘୋଷଣା କରାଯାଇଛି। ହେଲେ ଯୁବ ଓ ଛାତ୍ରଛାତ୍ରୀଙ୍କ ପ୍ରତି ଅବିଚାର କାହିଁକି କରାଯାଉଛି? ୧୬ରୁ ୨୪ ତାରିଖ ମଧ୍ୟରେ କାହିଁକି ଅଫ୍‌ଲାଇନ୍‌ ପରୀକ୍ଷା କରାଯାଉଛି? ଆଜି ଏପରି ଅଭିଯୋଗ ଆଣି ରାଜ୍ୟ ନିର୍ବାଚନ କମିଶନ(ଏସ୍‌ଇସି)ଙ୍କ ଦ୍ୱାରସ୍ଥ ହୋଇଛନ୍ତି ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘ।

ଏସ୍‌ଇସିଙ୍କୁ ଭେଟିବା ପରେ ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି କହିଛନ୍ତି, ଦେଶରେ ୬୧ତମ ସମ୍ବିଧାନ ସଂଶୋଧନର ମୂଳ ଲକ୍ଷ୍ୟ ଥିଲା କିପରି ଯୁବକ ଓ ଛାତ୍ରଛାତ୍ରୀମାନଙ୍କୁ ଭୋଟ ଦାନର ଅଧିକାର ପ୍ରଦାନ କରାଯାଇପାରିବ? ମାତ୍ର ଓଡ଼ିଶାରେ ଚଳିତ ପଞ୍ଚାୟତ ନିର୍ବାଚନରେ ଛାତ୍ରଛାତ୍ରୀଙ୍କୁ ଭୋଟ ଦାନ ଅଧିକାରରୁ ବଞ୍ଚିତ କରାଯାଉଛି। କାରଣ ଉତ୍କଳ ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ବିପିୟୁଟି ଓ ଅନେକ ବିଶ୍ୱବିଦ୍ୟାଳୟ ୧୬ରୁ ୨୪ ମଧ୍ୟରେ ଅଫ୍‌ଲାଇନ୍‌ ପରୀକ୍ଷା ପାଇଁ ନୋଟିସ୍‌ ଜାରି କରିଛନ୍ତି। ଏହାଦ୍ୱାରା ପ୍ରାୟ ୫ରୁ ୭ ଲକ୍ଷ ଛାତ୍ରଛାତ୍ରୀ ଭୋଟ ଦାନ ଅଧିକାରରୁ ବଞ୍ଚିତ ହେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେ ଆହୁରି କହିଛନ୍ତି, ଭୋଟ୍‌ ହେଉଛି ସମ୍ବଧାନ ପ୍ରଦତ୍ତ ଅଧିକାର। ଏହା ସତ୍ତ୍ୱେ ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ନ୍ୟାର୍ଯ୍ୟ ଅଧିକାରରୁ ବଞ୍ଚିତ ଯାଉଛି। ଯେତେବେଳେ ସରକାରୀ କର୍ମଚାରୀଙ୍କୁ ଭୋଟ ଦେବା ପାଇଁ ଛୁଟି ଘୋଷଣା କରାଯାଇପାରୁଛି, ସେତେବେଳେ ଦେଶର ଭବିଷ୍ୟତ ମୋଟ୍‌ ଭୋଟର ୪୨ ପ୍ରତିଶତ ଯୁବ ଓ ଛାତ୍ରଙ୍କ ପ୍ରତି ଅବିଚାର କରିବାର କାରଣ କଣ? ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ଏଭଳି ଅସାମ୍ବିଧାନିକ ନିଷ୍ପତ୍ତି ଉପରେ ରୋକ ଲଗାଇବା ସହ ୧୬ରୁ ୨୪ ତାରିଖ ପର୍ଯ୍ୟନ୍ତ ସମସ୍ତ ବିଶ୍ୱବିଦ୍ୟାଳୟକୁ ଛୁଟି ଘୋଷଣା କରିବାକୁ ଦାବି କରିଛନ୍ତି ଓଡ଼ିଶା ବୈଷୟିକ ଓ ବୃତ୍ତିଗତ ଛାତ୍ର ସଂଘର ଆବାହକ ବିପ୍ଳବ ପ୍ରକାଶ ମହାନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story