ପ୍ରକାଶ ପାଇଲା ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନସ୍ ରେଜଲଟ୍

ଭୁବନେଶ୍ୱର: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନସ୍ ରେଜଲଟ୍ ପ୍ରକାଶ ପାଇଛି । ଗୁରୁବାର ୧୦ଟାରୁ ଜେଇଇ ଆଡଭାନସର ନିଜସ୍ୱ ୱେବ ସାଇଟରେ ରେଜଲଟ୍ ଉପଲବ୍ଧ ହେବ । ଜେଇଇ ଆଡଭାନସରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଦେଶର ୧୬ଟି ଆଇଆଇଟି ସମେତ ଆଇଏସ୍ଏମ୍ ଧାନବାଦରେ ଆଡମିଶନ କରିବାର ସୁଯୋଗ ପାଇବେ । ଏଥିରେ ୨୩ ହଜାର ୪୦୭ ଜଣ ଛାତ୍ର ଓ ୩ ହଜାର ୪୦୯ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତବର୍ଷ  ସାରା ଦେଶରୁ ଦେଢଲକ୍ଷରୁ […]

jee advance

Rakesh Mallick
  • Published: Thursday, 18 June 2015
  • , Updated: 18 June 2015, 02:42 AM IST

ଭୁବନେଶ୍ୱର: ସର୍ବଭାରତୀୟ ପ୍ରବେଶିକା ପରୀକ୍ଷା ଜେଇଇ ଆଡଭାନସ୍ ରେଜଲଟ୍ ପ୍ରକାଶ ପାଇଛି । ଗୁରୁବାର ୧୦ଟାରୁ ଜେଇଇ ଆଡଭାନସର ନିଜସ୍ୱ ୱେବ ସାଇଟରେ ରେଜଲଟ୍ ଉପଲବ୍ଧ ହେବ । ଜେଇଇ ଆଡଭାନସରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ଦେଶର ୧୬ଟି ଆଇଆଇଟି ସମେତ ଆଇଏସ୍ଏମ୍ ଧାନବାଦରେ ଆଡମିଶନ କରିବାର ସୁଯୋଗ ପାଇବେ । ଏଥିରେ ୨୩ ହଜାର ୪୦୭ ଜଣ ଛାତ୍ର ଓ ୩ ହଜାର ୪୦୯ ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ଚଳିତବର୍ଷ  ସାରା ଦେଶରୁ ଦେଢଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଜେଇଇ ଆଡଭାନସ୍ ଦେଇଥିଲେ । ସେମାନଙ୍କ ମଧ୍ୟରେ ଓଡିଶାରୁ ୩ ହଜାର ୪୦୬ ଛାତ୍ରଛାତ୍ରୀ ଥିଲେ ।

Related story