ବୈଜୟନ୍ତଙ୍କ ବାବଦରେ ନବୀନଙ୍କୁ ରିପୋର୍ଟ ଦେଲେ ପ୍ରମିଳା: କଣ କହିଲେ ଶୁଣନ୍ତୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳ ଭିତରୁ ଉଠିଥିବା ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛନ୍ତି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ। ଏହାପରେ ଗଣମାଧ୍ୟମକୁ ସେ କହିଛନ୍ତି-“ଗ୍ରାଉଣ୍ଡକୁ ଯାଇ ଯାହା ଦେଖିଲି ଓ ବୁଝିଲି ରିପୋର୍ଟ ଦେଲି। ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣଙ୍କ ସହ ଆଲୋଚନା କରିଛି। ସାଂସଦଙ୍କ ସହ ମଧ୍ୟ ଟେଲିଫୋନ୍‌ରେ ଆଲୋଚନା କରିଥିଲି। କିଛି ମତ ସାଂସଦଙ୍କ ସପକ୍ଷରେ ଆସିଛି, କିଛି ମତ ବିପକ୍ଷରେ […]

naveen-patnaik

Rakesh Mallick
  • Published: Saturday, 20 January 2018
  • , Updated: 21 January 2018, 07:49 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କ ବିରୋଧରେ ଦଳ ଭିତରୁ ଉଠିଥିବା ଅଭିଯୋଗ ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରିପୋର୍ଟ ଦେଇଛନ୍ତି ପର୍ଯ୍ୟବେକ୍ଷକ ପ୍ରମିଳା ମଲ୍ଲିକ। ଏହାପରେ ଗଣମାଧ୍ୟମକୁ ସେ କହିଛନ୍ତି-“ଗ୍ରାଉଣ୍ଡକୁ ଯାଇ ଯାହା ଦେଖିଲି ଓ ବୁଝିଲି ରିପୋର୍ଟ ଦେଲି। ନିର୍ବାଚିତ ପ୍ରତିନିଧି ଓ ଜନ ସାଧାରଣଙ୍କ ସହ ଆଲୋଚନା କରିଛି। ସାଂସଦଙ୍କ ସହ ମଧ୍ୟ ଟେଲିଫୋନ୍‌ରେ ଆଲୋଚନା କରିଥିଲି। କିଛି ମତ ସାଂସଦଙ୍କ ସପକ୍ଷରେ ଆସିଛି, କିଛି ମତ ବିପକ୍ଷରେ ମଧ୍ୟ ଆସିଛି।”

Related story