ବିଜେଡିର ନୂଆ ପ୍ରାର୍ଥୀ ତାଲିକା: କଟିଲା ଶଶୀଭୂଷଣ ଓ ଦେବାଶିଷଙ୍କ ଟିକଟ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକଟ କଟିଛି। ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଟିକଟ କଟିଛି। ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସ ପ୍ରାର୍ଥୀ କରିଛି। ଲୋକସଭା କଟକ- ଭର୍ତ୍ତୃହରି ମହତାବ ବିଧାନସଭା ଚିଲିକା – ପ୍ରଶାନ୍ତ ଜଗଦ୍ଦେବ ଜୟଦେବ- ଅରବିନ୍ଦ ଢାଲି ବେଗୁନିଆ- ରାଜେନ୍ଦ୍ର ସାହୁ ଖୋର୍ଦ୍ଧା- ଜ୍ୟୋତିରିନ୍ଦ୍ର ନାଥ ମିତ୍ର […]

2

Manoranjan Sial
  • Published: Monday, 01 April 2019
  • , Updated: 01 April 2019, 08:26 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ପ୍ରକାଶ କରିଛି ପ୍ରାର୍ଥୀ ତାଲିକା। ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରାଙ୍କ ଟିକଟ କଟିଛି। ତାଙ୍କ ସ୍ଥାନରେ ପୂର୍ବତନ ବିଧାୟକ ଅରବିନ୍ଦ ଢ଼ାଲିଙ୍କୁ ଦଳ ପ୍ରାର୍ଥୀ କରିଛି। ସେହିପରି ବରୀ ବିଧାୟକ ଦେବାଶିଷ ନାୟକଙ୍କ ଟିକଟ କଟିଛି। ତାଙ୍କ ସ୍ଥାନରେ ଦଳ ସୁନନ୍ଦା ଦାସ ପ୍ରାର୍ଥୀ କରିଛି।

ଲୋକସଭା

କଟକ- ଭର୍ତ୍ତୃହରି ମହତାବ

ବିଧାନସଭା

ଚିଲିକା - ପ୍ରଶାନ୍ତ ଜଗଦ୍ଦେବ

ଜୟଦେବ- ଅରବିନ୍ଦ ଢାଲି

ବେଗୁନିଆ- ରାଜେନ୍ଦ୍ର ସାହୁ

ଖୋର୍ଦ୍ଧା- ଜ୍ୟୋତିରିନ୍ଦ୍ର ନାଥ ମିତ୍ର

ବସ୍ତା- ନିତ୍ୟାନନ୍ଦ ସାହୁ

ମୋରଡ଼ା- ରାଜକିଶୋର ଦାସ

ବରୀ- ସୁନନ୍ଦା ଦାସ

ରାଇରଙ୍ଗପୁର- ବାସନ୍ତୀ ମାରାଣ୍ଡି

ଦେବଗଡ଼- ରୋମାଞ୍ଚ ରଂଜନ ବିଶ୍ୱାଳ

Related story