ପ୍ରତାପ ମିଶ୍ର ହତ୍ୟା ଅଭିଯୋଗ ମାମଲା: ସହିଦ ନଗର ଥାନାରେ ସାନି ଅଭିଯୋଗ

ଭୁବନେଶ୍ୱର: ପ୍ରତାପ ମିଶ୍ର ମୃତ୍ୟୁ ଅଭିଯୋଗ ମାମଲାରେ ସହିଦ ନଗର ଥାନାରେ ତାଙ୍କ ଭାଇ ସାନି ଅଭିଯୋଗ କରିଛନ୍ତି। ମୃତ ପ୍ରତାପଙ୍କ ଭାଇ ପ୍ରମୋଦ ମିଶ୍ର ଆଣିଛନ୍ତି ଏହି ଅଭିଯୋଗ। ପ୍ରତାପ ମିଶ୍ରଙ୍କ ମୃତ୍ୟୁ ସହ ଝିଇଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମର ଲିଙ୍କ୍ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଗତକାଲି ପ୍ରେମ ପାଇଁ ହତ୍ୟା ଓ ହତ୍ୟାରେ ସଂପୃକ୍ତି ଭଳି ଗୁରୁତର ଅଭିଯୋଗ ଆସିଥିଲା ସୁର ବାବା ଓ ତାଙ୍କ ପୁଅଙ୍କ ନାଁରେ। ଫୁଲବାଣୀର […]

sahidnagar_

sahidnagar_

Rakesh Mallick
  • Published: Wednesday, 02 September 2015
  • Updated: 02 September 2015, 09:43 AM IST

Sports

Latest News

ଭୁବନେଶ୍ୱର: ପ୍ରତାପ ମିଶ୍ର ମୃତ୍ୟୁ ଅଭିଯୋଗ ମାମଲାରେ ସହିଦ ନଗର ଥାନାରେ ତାଙ୍କ ଭାଇ ସାନି ଅଭିଯୋଗ କରିଛନ୍ତି। ମୃତ ପ୍ରତାପଙ୍କ ଭାଇ ପ୍ରମୋଦ ମିଶ୍ର ଆଣିଛନ୍ତି ଏହି ଅଭିଯୋଗ। ପ୍ରତାପ ମିଶ୍ରଙ୍କ ମୃତ୍ୟୁ ସହ ଝିଇଣ୍ଟି ଶାସନ ତ୍ରାହି ଅଚ୍ୟୁତ ଆଶ୍ରମର ଲିଙ୍କ୍ ରହିଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ଗତକାଲି ପ୍ରେମ ପାଇଁ ହତ୍ୟା ଓ ହତ୍ୟାରେ ସଂପୃକ୍ତି ଭଳି ଗୁରୁତର ଅଭିଯୋଗ ଆସିଥିଲା ସୁର ବାବା ଓ ତାଙ୍କ ପୁଅଙ୍କ ନାଁରେ। ଫୁଲବାଣୀର ପ୍ରମୋଦ ମିଶ୍ରଙ୍କ ଭାଇ ପ୍ରତାପ ମିଶ୍ର ତ୍ରାହି ଅଚ୍ୟୁତ ଆଶ୍ରମରେ କାମ କରୁଥିଲେ। ୨୦୦୩ରେ ପ୍ରତାପଙ୍କ ମୃତ ଦେହ ମିଳିଥିଲା ଭୁବନେଶ୍ୱର ସହିଦ ନଗରରେ ସୁରେନ୍ଦ୍ରଙ୍କ ପୁଅ ତ୍ରିଲୋଚନଙ୍କ କଂପ୍ୟୁଟର ଇନଷ୍ଟୁଟ ନିକଟରୁ। ପ୍ରତାପଙ୍କୁ ହତ୍ୟା କରାଯାଇଛି ଏବଂ ଏହା ପଛରେ ସୁରେନ୍ଦ୍ର ଓ ତ୍ରିଲୋଚନଙ୍କ ହାତ ଥିବା ପ୍ରମୋଦ ଅଭିଯୋଗ କରିଥିଲେ। ପୂର୍ବରୁ ପୋଲିସ ନିକଟରେ ଅଭିଯୋଗ ନ କରିବା ପାଇଁ ଆଶ୍ରମର କିଛି ଲୋକ ଧମକ ଦେଇଥିବା ସେ ଅଭିଯୋଗ ଆଣିଥିଲେ। ପ୍ରତାପ ପବିତ୍ର ନାମକ ବ୍ୟକ୍ତିଙ୍କ ନିକଟରେ ରହୁଥିଲେ। ପବିତ୍ର ବି ଅଭିଯୋଗ କରିଛନ୍ତି ପ୍ରତାପଙ୍କୁ ଆଶ୍ରମର କିଛି ଲୋକ ଡାକି ନେଇଥିଲେ। ତା ପରଦିନ ସକାଳୁ ମୃତଦେହ ମିଳିଥିଲା। ପ୍ରେମ ପାଇଁ ପ୍ରତାପଙ୍କୁ ହତ୍ୟା କରାଯାଇଥିବା ପବିତ୍ର ଅଭିଯୋଗ କରିଛନ୍ତି। ତେବେ ଏଇ ହତ୍ୟାକାଣ୍ଡ ନେଇ ଥାନାରେ କୌଣସି ଅଭିଯୋଗ ହୋଇନାହିଁ। ୨୦୦୩ରେ ସହିଦ ନଗର ଥାନାରେ ୟୁଡି କେଶ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story