ଭଣ୍ଡବାବା ରାମପାଲ୍‌ର ଫଟୋ ରଖି ମୃତ ଶିଶୁକୁ ବଞ୍ଚାଇବାକୁ ପୂଜାଅର୍ଚ୍ଚନା

Ordigital Desk
  • Published: Saturday, 11 August 2018
  • , Updated: 11 August 2018, 08:25 AM IST
<p>ପାଟକୁରା(ଓଡ଼ିଶା ରିପୋର୍ଟର): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବଳିପାଳ ଗାଁର ଶ୍ରୀଧର ପ୍ରଧାନଙ୍କ ପୁଅ ମହେଶଙ୍କ ଛାତିରେ ହଠାତ୍&zwnj; ଯନ୍ତ୍ରଣା ହୋଇଥିଲା। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ତା&rsquo;ପରେ ମୃତ ପୁଅର ସତ୍କାର କରିବା ପରିବର୍ତ୍ତେ ପରିବାର ଲୋକ ପୂଜାପାଠ ଆରମ୍ଭ କରି ଦେଇଥିଲେ।</p> <p>ଭଣ୍ଡବାବା ରାମପାଲ୍&zwnj;ର ଫଟୋରଖି ସେମାନେ ଅପେକ୍ଷା କରି ରହିଥିଲେ। ଘଣ୍ଟେ ନୁହେଁ କି ଦୁଇ ଘଣ୍ଟା ନୁହେଁ, ପ୍ରାୟ ୧୪ଘଣ୍ଟା ଧରି ଏପରି ପୂଜାର୍ଚ୍ଚନା ଚାଲିଥିଲା। ପରେ ଗ୍ରାମବାସୀଙ୍କ ହସ୍ତକ୍ଷେପ ପରେ ପରିବାର ଲୋକ ପୁଅର ଶବସତ୍କାର କରିଥିଲେ।</p> <p>ସୂଚନାଯୋଗ୍ୟ, ହତ୍ୟା ଓ ଅନ୍ୟାନ୍ୟ ମାମଲାରେ ଅତ୍ମଘୋଷିତ ବାବା ରାମ୍&zwnj;ପାଲ୍&zwnj; ଜେଲ୍&zwnj;ରେ ଅଛନ୍ତି।</p>

Related story