ଡେଙ୍ଗୁ ନିୟନ୍ତ୍ରଣ ଚିନ୍ତା; ସଚେତନ କରୁଛି ପ୍ରଶାସନ

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅଞ୍ଚଳର ଖଟକୁରବହଲରେ ଡେଙ୍ଗୁ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ରାଉରକେଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଖଟକୁରବହଲର ବହୁ ରୋଗୀଙ୍କ ସମ୍ପର୍କୀୟ ରାଉରକେଲାର ନଲା ରୋଡ଼ ଏବଂ ୧୫ ନମ୍ବର ସେକ୍ଟରକୁ ପଳାଇ ଆସିଥିବାରୁ ଶୁକ୍ରବାର ସୁନ୍ଦରଗଡ଼ରୁ ଏକ ମେଡିକାଲ ଟିମ୍‌ ଆସି ଉକ୍ତ ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରିବା ସହ  ପ୍ରଭାବିତ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରୁଛନ୍ତି । […]

rkl-1-1..

rkl-1-1..

Niharika Rout
  • Published: Friday, 20 September 2019
  • Updated: 20 September 2019, 02:41 PM IST

Sports

Latest News

ରାଉରକେଲା (ସତ୍ୟାନନ୍ଦ ମହାନ୍ତି): ସୁନ୍ଦରଗଡ଼ ଜିଲ୍ଲାର କୁତ୍ରା ବ୍ଲକ ଅଞ୍ଚଳର ଖଟକୁରବହଲରେ ଡେଙ୍ଗୁ ବ୍ୟାପିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏବେ ରାଉରକେଲାରେ ସତର୍କତା ମୂଳକ ପଦକ୍ଷେପ ନିଆଯାଉଛି । ଖଟକୁରବହଲର ବହୁ ରୋଗୀଙ୍କ ସମ୍ପର୍କୀୟ ରାଉରକେଲାର ନଲା ରୋଡ଼ ଏବଂ ୧୫ ନମ୍ବର ସେକ୍ଟରକୁ ପଳାଇ ଆସିଥିବାରୁ ଶୁକ୍ରବାର ସୁନ୍ଦରଗଡ଼ରୁ ଏକ ମେଡିକାଲ ଟିମ୍‌ ଆସି ଉକ୍ତ ଅଞ୍ଚଳରେ ଥିବା ଲୋକଙ୍କୁ ସଚେତନ କରିବା ସହ  ପ୍ରଭାବିତ ରୋଗୀଙ୍କ ରକ୍ତ ନମୁନା ସଂଗ୍ରହ କରୁଛନ୍ତି ।

ଡେଙ୍ଗୁ ରୋଗକୁ ନିୟନ୍ତ୍ରଣ କରିବା ଲାଗି ପାନପୋଷ SDMOଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଆଲୋଚନା କରାଯାଇଥିଲା । ଏହାଛଡା ବିଭିନ୍ନ ସ୍ଥାନରେ ପଡିଥିବା ଶହ ଶହ ଟାୟାରଗୁଡିକୁ ପ୍ରଶାସନ ପକ୍ଷରୁ ପୋତିବାକୁ ଉଦ୍ୟମ କରାଯାଉଛି । ଏବେ ସୁନ୍ଦରଗଡ଼ ଜିଲ୍ଲାରେ ଡେଙ୍ଗୁ ରୋଗୀ ସଂଖ୍ୟା ୫୬ରେ ପହଞ୍ଚି ଥିବା ବେଳେ ପ୍ରଶାସନ ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ଲାଗି ବ୍ୟାପକ ପଦକ୍ଷେପ ନିଆଯାଉଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story