ପୁଣି କାନ୍ଧରେ ବୁହା ହେଲେ ଗର୍ଭବତୀ

<p>ନୂଆପଡ଼ା: ଥମୁନି ଜନନୀ ଯନ୍ତ୍ରଣା। ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪ କିଲୋମିଟର ପାହାଡ଼ିଆ ରାସ୍ତାରେ କାନ୍ଧରେ ବୁହା ହୋଇ ଆସିଲେ ଆମ୍ବୁଲାନ୍ସ ନିକଟକୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କିରିକିଟା ପଞ୍ଚାୟତର କପରଗଡ଼ ଗାଁରେ।</p> <p>ଗାଁର ଉକାଳୁ ମାଝୀଙ୍କ ପତ୍ନୀ ପୁନିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ୍&zwnj; କରାଯାଇଥିଲା। ହେଲେ ପାହାଡ଼ ଉପରେ ଗାଁଟି ଥିବାରୁ ସେଠାକୁ ଗମନାଗମନର ସୁବିଧା ନାହିଁ। ତେଣୁ &nbsp;ଆମ୍ବୁଲାନ୍ସ ପହଞ୍ଚିପାରିନଥିଲ। ଫଳରେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରକୁ ଗାଁକୁ ନେଇ ଗର୍ଭବତୀଙ୍କୁ ବୋହି ଆଣିଥିଲେ ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗାଁ ଲୋକେ। ଏହାପରେ ତାଙ୍କୁ ଖଡ଼ିଆଳ ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 09:47 AM IST

Sports

Latest News

<p>ନୂଆପଡ଼ା: ଥମୁନି ଜନନୀ ଯନ୍ତ୍ରଣା। ପୁଣି କାନ୍ଧରେ ବୁହାହେଲେ ଗର୍ଭବତୀ। ଦୀର୍ଘ ୪ କିଲୋମିଟର ପାହାଡ଼ିଆ ରାସ୍ତାରେ କାନ୍ଧରେ ବୁହା ହୋଇ ଆସିଲେ ଆମ୍ବୁଲାନ୍ସ ନିକଟକୁ । ଏହି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା କିରିକିଟା ପଞ୍ଚାୟତର କପରଗଡ଼ ଗାଁରେ।</p><p>ଗାଁର ଉକାଳୁ ମାଝୀଙ୍କ ପତ୍ନୀ ପୁନିତାଙ୍କ ପ୍ରସବ ଯନ୍ତ୍ରଣା ହେବାରୁ ଆମ୍ବୁଲାନ୍ସକୁ ଫୋନ୍&zwnj; କରାଯାଇଥିଲା। ହେଲେ ପାହାଡ଼ ଉପରେ ଗାଁଟି ଥିବାରୁ ସେଠାକୁ ଗମନାଗମନର ସୁବିଧା ନାହିଁ। ତେଣୁ &nbsp;ଆମ୍ବୁଲାନ୍ସ ପହଞ୍ଚିପାରିନଥିଲ। ଫଳରେ ଆମ୍ବୁଲାନ୍ସରେ ଥିବା ଷ୍ଟ୍ରେଚରକୁ ଗାଁକୁ ନେଇ ଗର୍ଭବତୀଙ୍କୁ ବୋହି ଆଣିଥିଲେ ଆମ୍ବୁଲାନ୍ସ କର୍ମଚାରୀ ଏବଂ ଗାଁ ଲୋକେ। ଏହାପରେ ତାଙ୍କୁ ଖଡ଼ିଆଳ ଓ ପରେ ନୂଆପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos