ଜନନୀ ଯନ୍ତ୍ରଣା, ସାଇକେଲ୍ରେ ଗଲେ ଗର୍ଭବତୀ
- Published: Thursday, 03 October 2019
- , Updated: 03 October 2019, 10:25 PM IST

କୋରାପୁଟ(ସୂର୍ଯ୍ୟନାରାୟଣ ପଣ୍ଡା): ସାଇକେଲରେ ବୁହାହେଲେ ଗର୍ଭବତୀ। ଏପରି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକର ପାଣ୍ଡିରିପାଣି ଗାଁରେ। ଗାଁର ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ ବେଦନା ହେବାରୁ ଗାଁ ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ସେହି ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିନଥିଲା। ଫଳରେ ବାଧ୍ୟ ହୋଇ ଆଶା ଦିଦିଙ୍କ ସହ ଗାଁ ଲୋକେ ସାଇକେଲରେ ୭ କିଲୋମିଟର ଦୂରରେ ଥିବା ପୋଡା ପଦର ଛକ ପର୍ଯ୍ୟନ୍ତ ଗର୍ଭବତୀଙ୍କୁ ଦେଇଯାଇଥିଲେ। ପରେ ଆମ୍ବୁଲାନ୍ସରେ ବୈପାରୀଗୁଡା ମେଡିକାଲକୁ ନିଆଯାଇଥିଲ। ସେଠାରେ ସେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଏବେ ମାଆ ଓ ଝିଅ ସୁସ୍ଥ ଥିବା ଜଣାପଡ଼ିଛି।

Pregnant woman carried on bicycle for 7 kms after ambulance failed to reach her due to bad roads at Pandiripani village in #Koraput district #Odisha pic.twitter.com/10uKfg1Aff
— OTV (@otvnews) October 3, 2019