ଆସନ୍ତାକାଲି ନୂଆଁଖାଇ: ପଶ୍ଚିମ ଓଡ଼ିଶାରେ ପ୍ରସ୍ତୁତି ଶେଷ, ବାହାରେ ରହୁଥିବା ଲୋକେ ଘର ମୁହାଁ

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶାର ଗାଁଠାରୁ ସହର। ପଶ୍ଚିମ ଓଡ଼ିଶାର ଲୋକେ ଏବେ ନିଜ ନିଜ ଘର ମୁହାଁ। ଏଥିପାଇଁ ଆଜି ସମ୍ବଲପୁର ରେଳ ଷ୍ଟେସନ ଓ ବସଷ୍ଟାଣ୍ଡଗୁଡ଼ିକରେ ବହୁତ ଭିଡ଼ ଦେଖିବାକୁ ମିଳୁଛି। ବାହାରେ ରହୁଥିବା ଲୋକେ ସମ୍ବଲପୁରକୁ ଫେରୁଥିବା ବେଳେ ଏଠାରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକର ଲୋକେ ମଧ୍ୟ ବସ୍ ଓ ଟ୍ରେନ୍ ଯୋଗେ ନିଜ ନିଜ […]

sbp

sbp

Rakesh Mallick
  • Published: Thursday, 17 September 2015
  • Updated: 17 September 2015, 07:30 AM IST

Sports

Latest News

ସମ୍ବଲପୁର: ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଶ୍ଚିମ ଓଡ଼ିଶାର ଗାଁଠାରୁ ସହର। ପଶ୍ଚିମ ଓଡ଼ିଶାର ଲୋକେ ଏବେ ନିଜ ନିଜ ଘର ମୁହାଁ। ଏଥିପାଇଁ ଆଜି ସମ୍ବଲପୁର ରେଳ ଷ୍ଟେସନ ଓ ବସଷ୍ଟାଣ୍ଡଗୁଡ଼ିକରେ ବହୁତ ଭିଡ଼ ଦେଖିବାକୁ ମିଳୁଛି। ବାହାରେ ରହୁଥିବା ଲୋକେ ସମ୍ବଲପୁରକୁ ଫେରୁଥିବା ବେଳେ ଏଠାରେ ବସବାସ କରୁଥିବା ପଶ୍ଚିମ ଓଡ଼ିଶାର ଅନ୍ୟ ଜିଲ୍ଲାଗୁଡ଼ିକର ଲୋକେ ମଧ୍ୟ ବସ୍ ଓ ଟ୍ରେନ୍ ଯୋଗେ ନିଜ ନିଜ ଘରକୁ ଯାଉଛନ୍ତି।

sbp1

ସମ୍ବଲପୁର ସହର ତଥା ଜିଲ୍ଲାର ଅନ୍ୟ ଅଞ୍ଚଳର ଅନେକ ଲୋକ ରାଜ୍ୟ ତଥା ରାଜ୍ୟ ବାହାରେ ଯାଇ ବସବାସ କରୁଛନ୍ତି। କିଏ ଚାକିରି କରୁଛି ତ କିଏ ପାଠ ପଢୁଛନ୍ତି। ବୃତ୍ତିଗତ ତଥା ପାଠପଢ଼ା ବ୍ୟସ୍ତତା ଯୋଗୁଁ ଅନେକ ଘରକୁ ଆସି ପାରନ୍ତି ନାହିଁ। ତେଣୁ ଘର ଲୋକଙ୍କ ସହିତ ଅନ୍ୟାନ୍ୟ ବନ୍ଧୁବାନ୍ଧବଙ୍କୁ ଭେଟିବାକୁ ନୂଆଁଖାଇ ଆଣି ଦେଇଥାଏ ବଡ଼ ସୁଯୋଗ। ଅନ୍ୟ ଦିନେ ନଆସିଲେ ନାହିଁ, ନୂଆଁଖାଇକୁ କିନ୍ତୁ ଛୁଟି ଆସନ୍ତି ସେମାନେ। ଚାରିପାଞ୍ଚ ଦିନ ଅବା କେହି କେହି ଆଉ ଟିକେ ଅଧିକ ଦିନ ଛୁଟିରେ ଚାଲି ଆସନ୍ତି ନିଜ ଘରକୁ। ନୂଆଁଖାଇ ପାଇଁ ସମ୍ବଲପୁର ସ୍ଥିତ ନିଜ ଘରକୁ ଫେରିଥିବା ଡାକ୍ତର ଅଭିପସା କହିଛନ୍ତି ଯେ ସେ ପ୍ରତିବର୍ଷ ନୂଆଁଖାଇରେ ଘରକୁ ଆସନ୍ତି। ଏଥର ସେ ୫ ଦିନ ଛୁଟି ନେଇକି ଆସିଛନ୍ତି। ଘରେ ସମସ୍ତଙ୍କ ସହିତ ମିଶି ନୂଆଁଖାଇବେ। ଏହି ଦିନ ଘରର ସବୁ ଲୋକ ଏକାଠି ହୁଅନ୍ତି। ସମସ୍ତଙ୍କୁ ଏକାଠି ଦେଖଲେ ଖୁବ୍ ଖୁସି ଲାଗେ। ସେହିପରି ଭୁବନେଶ୍ୱରରେ ଓୟୁଏଟିରେ ପିଜି କରୁଥିବା ସ୍ୱୀକୃତି ବଡ଼ପଣ୍ଡା କହିଛନ୍ତି ଯେ ପରିବାର ଓ ବନ୍ଧୁବାନ୍ଧଙ୍କ ସହିତ ଏକାଠି ନୂଆଁଖାଇ ପାଳିବେ। ସମସ୍ତେ ମିଶି ନୂଆଁ ଚାଉଳ ଖାଇବା ସହିତ ପିଠା,କ୍ଷୀରି ଇତ୍ୟାଦି ଖାଇବେ। ନୂଆଁ ପୋଷାକ ପିନ୍ଧିବେ।

sbp2

ସେହିପରି ନୂଆଁଖାଇ ପାଇଁ ସମ୍ବଲପୁର ସହରରେ ଲୋକେ କିଣାକିଣିରେ ଲାଗି ପଡ଼ିଛନ୍ତି। ସେଥିପାଇଁ ବଜାରରେ ଲାଗି ରହିଛି ଭିଡ଼। ନୂଆ ଧାନ ଓ କୁରେଇ ପତ୍ର ଠାରୁ ଆରମ୍ଭ କରି  ନୂଆ ହାଣ୍ଡି ମାଠିଆ, ନୂଆ ଲୁଗା, ରାକ୍ଷୀ ସବୁ ମିଳୁଛି ଗୋଟିଏ ସ୍ଥାନରେ। ନାଚଗୀତ ପାଇଁ ବି ପ୍ରସ୍ତୁତି ଚାଲିଛି ସହରର ବିଭିନ୍ନ ସ୍ଥାନରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story