ସ୍ୟାଣ୍ଡ୍‌ ଆନିମେସନ୍‌ ଜରିଆରେ ମୋଦିଙ୍କୁ ଜନ୍ମ ଦିନ ଶୁଭେଚ୍ଛା

ପୁରୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନ। ଏହି ଅବସରରେ  ଶିଳ୍ପୀ ମାନସ ସାହୁ  ସ୍ୟାଣ୍ଡ୍‌ ଆନିମେସନ ଜରିଆରେ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୋଦିଙ୍କ ବ୍ୟକ୍ତିତ୍ୱ, କାର୍ଯ୍ୟକରିବାର ଶୈଳୀ ଓ ବିଭିନ୍ନ ନୀତିକୁ ସେ ଏହି ସ୍ୟାଣ୍ଡ୍‌ ଆନିମେସନରେ ଉପସ୍ଥାପନ କରିଛନ୍ତି।

modi

Rakesh Mallick
  • Published: Saturday, 17 September 2016
  • , Updated: 17 September 2016, 08:36 AM IST

Related story